ବନ୍ଧୁକ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଆଲବମ୍ ଅଭିନେତା ଗିରଫ

କଟକ: ବନ୍ଧୁକ କାରବାରରେ ଆଲବମ୍ ଅଭିନେତା । ଆଲବମ ଅଭିନେତା ପ୍ରକାଶ ରାଉତ ଓରଫ ଜିତୁ ଗିରଫ ହୋଇଛନ୍ତି । ବାଦାମବାଡ଼ି ପୋଲିସ କବଜାରେ ୪ଜଣ ପେଶାଦାର ଅପରାଧୀ। ଅଭିଯୁକ୍ତଙ୍କଠାରୁ ୩ଟି ବନ୍ଧୁକ ଓ ୧୬ଟି ଗୁଳି ଜବତ କରାଯାଇଛି । ଦଶହରା ପୂର୍ବରୁ କଟକରେ କମିଶନରେଟ୍ ପୋଲିସର କ୍ଲିନ୍ କ୍ରାଇମ୍ ଅଭିଯାନ ।