ଭଂସାଲିଙ୍କ ଫିଲ୍ମରେ ଏକାଠି ଆସିବେ ଅଜୟ ଓ ରଣବୀର

ସିନେପ୍ରେମୀଙ୍କ ପାଇଁ ଏକ ବଢ଼ିଆ ଖବର । ସଂଜୟ ଲୀଲା ଭଂସାଲି ତାଙ୍କ ଆଗାମୀ ପ୍ରୋଜେକ୍ଟରେ ଏକ ରିମେକ ଫିଲ୍ମ କରିବାକୁ ଯାଉଛନ୍ତି । ୧୯୫୨ର କ୍ଲାସିକ ଫିଲ୍ମ ବାଇଜୁ ବାୱରାର ରିମେକ କରିବେ ଭଂସାଲି । ଏହି ଫିଲ୍ମଟି ପାଇଁ ଭଂସାଲି, ଅଜୟ ଦେବଗନ ଓ ରଣବୀର ସିଂ ଙ୍କୁ ଅଫର ଦେଇଛନ୍ତି । ରଣବୀର ସିଂ ଏଥିରେ ବାଇଜୁ ଭୂମିକାରେ ଓ ଅଜୟ ତାନସେନ ଭୂମିକାରେ ଦେଖାଯିବେ । ୨୦୨୧ ଦୀପାବଳି ବେଳକୁ ଏହି ଫିଲ୍ମ … Continue reading ଭଂସାଲିଙ୍କ ଫିଲ୍ମରେ ଏକାଠି ଆସିବେ ଅଜୟ ଓ ରଣବୀର