୫୯ ଚାଇନିଜ ଆପକୁ ଭାରତ ବ୍ୟାନ କଲା ପରେ ଜାଣନ୍ତୁ କଣ କହୁଛି ଚୀନ ଗଣମାଧ୍ୟମ

ବେଜିଂ: ଲଦାଖର ଗଲବାନ୍ ଉପତ୍ୟକାରେ ଭାରତ-ଚୀନ୍ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ସୋମବାର ଦିନ ଭାରତ ସରକାର ଚୀନ୍‌ରୁ ୫୯ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଆପଗୁଡ଼ିକରେ ଟିକଟକ୍, ୟୁସି ବ୍ରାଉଜର, ହେଲୋ ଏବଂ ସେୟାର୍ ଭଳି ବହୁ ଲୋକପ୍ରିୟ ଆପ୍ ଅନ୍ତର୍ଭୁକ୍ତ । ଭାରତ ଯୁକ୍ତି କରିଛି ଯେ ଏହି ଚାଇନା ଆପ୍ ଗୁଡ଼ିକର ସର୍ଭର ଭାରତ ବାହାରେ ଅଛି ଏବଂ ବ୍ୟବହାରକାରୀଙ୍କ ତଥ୍ୟ ସେମାନଙ୍କ ମାଧ୍ୟମରେ ଚୋରି ହେଉଛି। ଅନ୍ୟପକ୍ଷରେ, … Continue reading ୫୯ ଚାଇନିଜ ଆପକୁ ଭାରତ ବ୍ୟାନ କଲା ପରେ ଜାଣନ୍ତୁ କଣ କହୁଛି ଚୀନ ଗଣମାଧ୍ୟମ