ସୁଶାନ୍ତଙ୍କ ଚରମ ନିଷ୍ପତ୍ତି: ସ୍ତବ୍ଧ ପ୍ରଶଂସକ ଓ ବଲିଉଡ୍ ଜଗତ
ମୁମ୍ୱାଇ: ନିଜ ସିନେମା ‘ଛିଛୋରେ’ ଜରିଆରେ ଆତ୍ମହତ୍ୟା ସମାଧାନର ବାଟ ନୁହେଁ, ଜୀବନର ପ୍ରତିଟି ପରିସ୍ଥିତିରେ ସଂଘର୍ଷ କରିବାକୁ ପଡ଼ିଥାଏ ବୋଲି ଅନ୍ୟଙ୍କୁ ଶିଖାଇଥିଲେ ବଲିଉଡ୍ର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ । କିନ୍ତୁ ସେ ଆଜି ନିଜେ ନିଜ ଜୀବନ ପ୍ରତି ବିତସ୍ପୃତ ହୋଇ ଆତ୍ମହତ୍ୟା କରିଛନ୍ତି । ବନ୍ଦ୍ରା ସ୍ଥିତି ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ । ତାଙ୍କର ଏଭଳି ଚରମ ନିଷ୍ପତ୍ତି ପରେ ସ୍ତବ୍ଧ ପ୍ରଶଂସକ ଓ ପୂରା … Continue reading ସୁଶାନ୍ତଙ୍କ ଚରମ ନିଷ୍ପତ୍ତି: ସ୍ତବ୍ଧ ପ୍ରଶଂସକ ଓ ବଲିଉଡ୍ ଜଗତ
Copy and paste this URL into your WordPress site to embed
Copy and paste this code into your site to embed