ଚଣ୍ଡିଖୋଲ: ଏନ୍ଏଚ୍-୫୩ ଖୋସାଲିପୁର ପୋଲ ନିକଟରେ ଦୁର୍ଘଟଣା । ଟ୍ରକ୍ ଚାପାରେ ସ୍କୁଟି ଆରୋହୀ ମୃତ । ମୃତକ ବାରବାଟୀ ଅଞ୍ଚଳର ଅନିତା ସାହୁ । ଘଟଣାସ୍ଥଳରେ ଚାପା ଉତ୍ତେଜନା, ଏନ୍ଏଚ୍ ଅବରୋଧ ।

Leave a Reply