ଏନଏସଏଙ୍କୁ ଭେଟିବେ ୟୁରୋପିୟାନ୍ ୟୁନିୟନ ପ୍ରତିନିଧି ମଣ୍ଡଳୀ

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ସାକ୍ଷାତ କରିବେ ଇଉରୋପିୟାନ୍ ପ୍ରତିନିଧି ମଣ୍ଡଳୀ । ଏକ ୨୮ ଜଣିଆ ୟୁରୋପିୟାନ୍ ୟୁନିୟନର ପ୍ରତିନିଧି ମଣ୍ଡଳୀ ଆଜି ଡୋଭାଲଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଦକ୍ଷିଣ ଏସିୟା ଗସ୍ତରେ ଥିବା ଏହି ପ୍ରତିନିଧି ମଣ୍ଡଳୀ ଭାରତ ଓ ଭୁଟାନ୍ ଗସ୍ତ କରିବେ । ବିଭିନ୍ନ ପ୍ରସଙ୍ଗରେ ଏନଏସଏଙ୍କ ସହ ଏହି ପ୍ରତିନିଧି ଦଳ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ')}

Leave a Reply

Your email address will not be published.