୨୪ଘଣ୍ଟାରେ ରାଜ୍ୟରୁ ନୂଆ ୩୭୭କରୋନା ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା । ୨୪ଘଣ୍ଟାରେ ୩୭୭କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟାଇନରୁ ୨୧୫, ଲୋକାଲ କେସ୍ ୧୬୨ । ଖୋର୍ଦ୍ଧାରୁ ସର୍ବାଧିକ ୫୬, ସୁନ୍ଦରଗଡ଼ରୁ ୪୭, ଅନୁଗୁଳରୁ ୨୮, ମୟୂରଭଞ୍ଜରୁ ୨୫, କଟକରୁ ୧୮, ବାଲେଶ୍ୱରରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 3rd December
New Positive Cases: 377
In quarantine: 215
Local contacts: 162(Details of local contacts will be shared by concerned District Administration)
District Wise Cases:
1. Angul: 28
2. Balasore: 16
3. Bargarh: 11
4. Bhadrak: 9
5. Balangir: 2— I & PR Department, Odisha (@IPR_Odisha) December 4, 2020
କରୋନାରେ ଆଉ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୭୬୩କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୦ହଜାର ୩୯୪ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୧୪ହଜାର ୨୩ ଆକ୍ଟିଭ କେସ୍ ରହିଛି ୪ହଜାର ୫୫୮ ।
23. Puri: 13
24. Rayagada: 2
25. Sambalpur: 8
26. Sonepur: 4
27. Sundargarh: 47
28. State Pool: 12New recoveries: 629
Cumulative tested: 6060791
Positive: 320394
Recovered: 314023
Active cases: 4558— I & PR Department, Odisha (@IPR_Odisha) December 4, 2020