୨୪ ଘଣ୍ଟାରେ ଓଡିଶାରେ ସବୁଠୁ କମ୍ କରୋନା ରୋଗୀଙ୍କର ମୃତ୍ୟୁ
1 min readଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।
2.A 45-year-old male of Bhubaneswar who was also suffering from Diabetes Mellitus & Hypertension.
3.A 57-year-old male of Dhenkanal district who was also suffering from Diabetes Mellitus, Hypertension & CKD.
— H & FW Dept Odisha (@HFWOdisha) November 29, 2020
4.A 56-year-old female of Khordha district who was also suffering from COPD, Hypertension & Hypothyroidism.
— H & FW Dept Odisha (@HFWOdisha) November 29, 2020
ମୃତକ ମାନଙ୍କ ମଧ୍ୟରେ ବାଲେଶ୍ବର, ଭୁବନେଶ୍ବର, ଢେଙ୍କାନାଳ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନା ରୋଗୀ ରହିଛନ୍ତି ।