ରାଜ୍ୟରେ ଖସୁଛି କରୋନା ସଂକ୍ରମଣ; ୨୪ ଘଣ୍ଟାରେ ୫୧୮ ନୂଆ ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଖସୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୫୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୯୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୨୨୧ ।
Covid-19 Report For 28th November
New Positive Cases: 518
In quarantine: 297
Local contacts: 221(Details of local contacts will be shared by concerned District Administration)
District Wise Cases:
1. Angul: 36
2. Balasore: 26
3. Bargarh: 24
4. Bhadrak: 6
5. Balangir: 37— I & PR Department, Odisha (@IPR_Odisha) November 29, 2020
ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ୩ ଲକ୍ଷ ୧୮ ହଜାର ୩୦୭ ଜଣ ମୋଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ୩,୧୦,୫୪୯ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାବ୍ୟତୀତ ସକ୍ରିୟ ମାମଲା ୫୯୭୧ ରହିଛି ।
22. Nuapada: 23
23. Puri: 15
24. Rayagada: 1
25. Sambalpur: 17
26. Sonepur: 4
27. Sundargarh: 52
28. State Pool: 8New recoveries: 802
Cumulative tested: 5863199
Positive: 318307
Recovered: 310549
Active cases: 5971— I & PR Department, Odisha (@IPR_Odisha) November 29, 2020