ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୭୭୮ ନୂଆ ପଜିଟିଭ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ଦିନକରେ ଆଉ ୭୭୮ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୪୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ୩୩୨ ଲୋକାଲ କେସ ରହିଛି । ଆଉ ୧୭ ଜୀବନ ନେଇଛି ମହାମାରୀ । ଅନୁଗୁଳରୁ ସର୍ବାଧିକ ୬୮ ଆକ୍ରାନ୍ତ ଚିହନ୍ଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୬୪, ଖୋର୍ଦ୍ଧାରୁ ୬୧, ବାଲେଶ୍ୱରରୁ ୬୧, ମୟୂରଭଞ୍ଜରୁ ୫୮, କଟକରୁ ୫୪,
Covid-19 Report For 20th November
New positives: 778
In quarantine: 446
Local contacts: 332(Details of local contacts will be shared by concerned District Administration)
District Wise Cases:
1. Angul: 68
2. Balasore: 61
3. Bargarh: 30
4. Bhadrak: 6
5. Balangir: 29— I & PR Department, Odisha (@IPR_Odisha) November 21, 2020
କେନ୍ଦୁଝରରୁ ୫୩, ସମ୍ବଲପୁର ଓ ଜଗତସିଂହପୁରରୁ ୪୦ଜଣ ଲେଖାଏଁ ସଂକ୍ରମିତ ଚିହନ୍ଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୩୨୩ରେ ପହଞ୍ଚିଛି । ସେମଧ୍ୟରୁ ୩ ଲକ୍ଷ ୩ ହଜାର ୮୯୭ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ, ଏବେବି ୭ ହଜାର ୭୪୮ ସକ୍ରିୟ ମାମଲା ରହିଛି ।
22. Mayurbhanj: 58
23. Nawarangpur: 10
24. Nayagarh: 4
25. Nuapada: 5
26. Puri: 20
27. Rayagada: 4
28. Sambalpur: 40
29. Sonepur: 2
30. Sundargarh: 64
31. State Pool: 13New recoveries: 1101
Cumulative tested: 5518644
Positive: 313323
Recovered: 303897
Active cases: 7748— I & PR Department, Odisha (@IPR_Odisha) November 21, 2020