ଆଜି ଏହି ରାଶିର ଲୋକଙ୍କ ବୈବାହିକ ଜୀବନରେ ଥିବା ସମସ୍ତ ସମସ୍ୟା ହେବ ଦୂର
1 min readଆଜିର ପଞ୍ଚାଙ୍ଗ:
୯ ନଭେମ୍ବର,୨୦୨୦, ସୋମବାର
୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,
କାର୍ତ୍ତିକ ମାସ,କୃଷ୍ଣପକ୍ଷ, ନବମୀ ତିଥି,
ସକାଳ ୮ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଅଶ୍ଲେଷା
ଏହା ପରେ ମଘା ନକ୍ଷତ୍ର,
ସିଂହରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି
ଘାତଚନ୍ଦ୍ର- କର୍କଟ,ମକର ରାଶି ପାଇଁ
ଘାତ ବାର- ମିଥୁନ ରାଶି ପାଇଁ
ଯୋଗିନୀ ପୂର୍ବ ଦିଗରେ ରହୁଥିବାରୁ
ଏହି ଦିଗକୁ ଯାତ୍ରା ନିଷେଧ
– ଶୁଭ ସମୟ –
ସକାଳ ୮ଟା ୩୫ ମିନିଟ୍ ଠାରୁ ଦିନ ୧୧ଟା ୪୦ ମିନିଟ୍
ଦିନ ୨ଟା ୫୨ ମିନିଟ୍ ଠାରୁ ସନ୍ଧ୍ୟା ୫ଟା ୦୭ ମିନିଟ୍
– ଅଶୁଭ ସମୟ –
ସକାଳ ୭ଟା ଠାରୁ ସକାଳ ୮ଟା ୩୦ ମିନିଟ୍
ମେଷ ରାଶି
ଅଶ୍ୱିନୀ ନକ୍ଷତ୍ର – ସମସ୍ତ କାର୍ଯ୍ୟରେ ସଫଲତା ମିଳିବ, ସ୍ୱାସ୍ଥ୍ୟରେ ସୁଧାର ଆସିବ
ଦ୍ୱିଜା ନକ୍ଷତ୍ର – ପରିବାରକୁ ନେଇ ଖୁସି ଅନୁଭବ କରିବେ, ଶତ୍ରୁମାନେ ପରାଜିତ ହେବେ
କୃତ୍ତିକା ନକ୍ଷତ୍ର – ମାନସିକ ଚିନ୍ତା ଦୁର ହେବ, ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ପାଇବେ
ରାମରକ୍ଷାସ୍ତୋତ୍ର ପାଠ କରନ୍ତୁ
ବୃଷ ରାଶି
କୃତ୍ତିକା ନକ୍ଷତ୍ର – ବନ୍ଧୁଙ୍କର ସହଯୋଗ ମିଳିବ, ନିଜ କାମକୁ ନେଇ ଖୁସି ଅନୁଭବ କରିବେ
ରୋହିଣି ନକ୍ଷତ୍ର – ଅଟକି ଥିବା କାମ ତ୍ୱାରାନ୍ୱିତ ହେବ
ମୃଗଶିରା ନକ୍ଷତ୍ର – କର୍ମ ଓ ବ୍ୟବସାୟରେ ଆଶାଜନକ ସଫଳତା ମିଳିବ
ଗଣେଶ ଭଗବାନଙ୍କୁ ୧୧ କେରା ଦୁର୍ବା ଅର୍ପଣ କରନ୍ତୁ
ମିଥୁନ ରାଶି
ମୃଗଶିରା ନକ୍ଷତ୍ର – ପ୍ରତୀକ୍ଷାର ଅନ୍ତ ହେବ, ମାଙ୍ଗଳିକ କାର୍ଯ୍ୟକୁ ନେଇ ଖୁସି ଖବର ମିଳିବ
ଆର୍ଦ୍ରା ନକ୍ଷତ୍ର – ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି, ଯାହାକୁ ନେଇ ମାନସିକ ଚିନ୍ତା ବଢିବ
ପୂନର୍ବସୁ ନକ୍ଷତ୍ର – ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ, କର୍ମ ଓ ପରିବାରକୁ ନେଇ ଖୁସି ରହିବେ
ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରନ୍ତୁ
କର୍କଟ ରାଶି
ପୁନର୍ବସୁ ନକ୍ଷତ୍ର – ବିଭିନ୍ନ ଦିଗରୁ ଅର୍ଥଲାବର ସୁଯୋଗ ରହିଛି,ମନର ଇଛା ପୂରଣ ହେବ
ପୁଷ୍ୟା ନକ୍ଷତ୍ର – ଧୀରସ୍ଥିର ଭାବରେ କାର୍ଯ୍ୟ କରନ୍ତୁ, ବିପଦ ରହିଛି
ଅଶ୍ଲେଷା ନକ୍ଷତ୍ର – କର୍ମକ୍ଷେତ୍ରକୁ ନେଇ ଥିବା ସମସ୍ୟା ଦୂର ହେବ
ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ
ସିଂହ ରାଶି
ମଘା ନକ୍ଷତ୍ର – ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ,ଦୀର୍ଘ ଦିନର ଆଶା ସଫଳ ହେବ
ପୂର୍ବାଫାଲଗୁନି ନକ୍ଷତ୍ର – ସ୍ୱାସ୍ଥ୍ୟ ଭଲ ରହିବ, ମନ ପସନ୍ଦର ଖାଦ୍ୟ ମିଳିବାର ଯୋଗ
ଉତ୍ତରାଫାଲଗୁନୀ ନକ୍ଷତ୍ର – ମନର ଇଛା ପୂରଣ କରିବା ପାଇଁ ସୁଯୋଗ ପାଇବେ, ମାନସିକ ସ୍ଥିତି ଭଲ ରହିବ
ତୁଳସୀ ଚଉରା ମୂଳରେ କ୍ଷୀର ମିଶ୍ରିତ ଜଳ ଅର୍ପଣ କରନ୍ତୁ
କନ୍ୟା ରାଶି
ଉତ୍ତରାଫାଲଗୁନୀ ନକ୍ଷତ୍ର – ଦେହ,ମନ ଭଲ ରହିବ, ନିଜ ସଫଳତାକୁ ନେଇ ଉତ୍ସାହିତ ହେବେ
ହସ୍ତା ନକ୍ଷତ୍ର – ପ୍ରତି କାର୍ଯ୍ୟରେ ବାଧା,ପ୍ରତିବନ୍ଧକ ଆସିବ
ଚିତ୍ରା ନକ୍ଷତ୍ର – ନୂଆ କାମ ଶୁଭାରମ୍ଭ କରିଲେ ସଫଳତା ମିଳିବ, ଦାୟିତ୍ବ ବଢିବ
ଭଗବାନ ବିଷ୍ଣୁଙ୍କର ଗାୟତ୍ରୀ ମନ୍ତ୍ର ୨୧ ଥର ପାଠ କରନ୍ତୁ
ତୁଳା ରାଶି
ଚିତ୍ରା ନକ୍ଷତ୍ର – ଦିନଟି ବହୁତ ଖୁସିରେ କଟିବ
ସ୍ୱାତୀ ନକ୍ଷତ୍ର – ଶରୀର ପ୍ରତି ବିପଦ ରହିଛି, ଗାଡି ଧିରେ ଚଳାନ୍ତୁ
ବିଶାଖା ନକ୍ଷତ୍ର – କ୍ୟାରିଅର ଓ ପ୍ରଫେସନ୍କୁ ନେଇ ଖୁସି ଖବର ପାଇବେ
ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ
ବିଛା ରାଶି
ବିଶାଖା ନକ୍ଷତ୍ର – ବୁଦ୍ଧି ଓ କୌଶଳ ପ୍ରୟୋଗ କରି ସମସ୍ତ କାର୍ଯ୍ୟରେ ସଫଳ ହେବେ
ଅନୁରାଧା ନକ୍ଷତ୍ର – ନିଜ ବ୍ୟବହାର ଓ କାମକୁ ନେଇ ସମାଲୋଚିତ ହେବେ
ଜ୍ୟେଷ୍ଠା ନକ୍ଷତ୍ର – ପରୋପକାର କାମ କରି ପ୍ରଶଂସିତ ହେବେ
ଗୋଟିଏ ଲେମ୍ବୁ ନିଜ ପାଖରେ ରଖନ୍ତୁ
ଧନୁ ରାଶି
ମୂଳା ନକ୍ଷତ୍ର – ଗୁରୁଜନଙ୍କର ଆଶିର୍ବାଦ୍ ମିଳିବ, ନିଜ ଲକ୍ଷ୍ୟ ପୂରଣ ହେବ
ପୂର୍ବାଷାଢା ନକ୍ଷତ୍ର – ଦୀର୍ଘ ଦିନର ଆଶା ସଫଳ ହେବ, ଅଟକିଥିବା କାମକୁ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ
ଉତ୍ତରାଷାଢା ନକ୍ଷତ୍ର – ମିତ୍ରବନ୍ଧୁଙ୍କର ସାହାଯ୍ୟ,ସହଯୋଗ ମିଳିବ
ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ
ମକର ରାଶି
ଉତ୍ତରାଷାଢା ନକ୍ଷତ୍ର – ଦୃଢ ପଦକ୍ଷେପ ନେଇ ନିଜ ଲକ୍ଷ୍ୟରେ ସଫଳ ରହିବେ
ଶ୍ରବଣା ନକ୍ଷତ୍ର – କୌଣସି ବିଷୟରେ ଶିଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ
ଧନିଷ୍ଠା ନକ୍ଷତ୍ର – ପାରିବାରିକ ସ୍ଥିତି ଠିକ୍ ରହିବ, ନିଜର କାମକୁ ନେଇ ଖୁସି ଅନୁଭବ କରିବେ
ଛୋଟ ଶିଶୁମାନଙ୍କୁ କିଛି ଉପହାର ଦିଅନ୍ତୁ
କୁମ୍ଭ ରାଶି
ଧନିଷ୍ଠା ନକ୍ଷତ୍ର – ମା’ଙ୍କର ଆଶିର୍ବାଦ୍ ମିଳିବ,ଅର୍ଥ ସମ୍ଭନ୍ଧୀୟ ଶୁଭ ଖବର ମିଳିବ
ଶତଭିଷା ନକ୍ଷତ୍ର – ସୁସ୍ଥ ବାତାବରଣ ମଧ୍ୟରେ ସମୟ କଟିବ, ପଡୋଶୀଙ୍କର ସହଯୋଗ ପାଇବେ
ପୂର୍ବଭାଦ୍ର ନକ୍ଷତ୍ର – ସନ୍ତାନଙ୍କର ସଫଳତାକୁ ନେଇ ଖୁସି ଅନୁଭବ କରିବେ
ପକ୍ଷୀମାନଙ୍କୁ କିଛି ଖାଦ୍ୟ ଦିଅନ୍ତୁ
ମୀନ ରାଶି
ପୂର୍ବଭାଦ୍ର ନକ୍ଷତ୍ର – ବ୍ୟବସାୟ ଓ କ୍ୟାରିଅରକୁ ନେଇ କିଛି ପଦକ୍ଷେପ ନେଇ ପାରନ୍ତି
ଉତ୍ତରଭାଦ୍ର ନକ୍ଷତ୍ର – ଘରୋଇ କଳହକୁ ନେଇ ମନରେ ଅଶାନ୍ତି ଅସନ୍ତୋଷ ରହିବ
ରେବତୀ ନକ୍ଷତ୍ର – ପିତା ଓ ଗୁରୁଙ୍କର ଆଶିର୍ବାଦ ମିଳିବ
୬ ନମ୍ବର ଲେଖି ନିଜ ପାଖରେ ରଖନ୍ତୁ, ସମସ୍ତ ସମସ୍ୟା ଦୁର ହେବ
ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ
ଯୋଗାଯୋଗ- 9938571935