କମୁଛି କରୋନା: ରାଜ୍ୟରେ ଦିନକରେ ୧୫୪୭ ସଂକ୍ରମିତ ଚିହ୍ନଟ
2 min readଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୧୫୪୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୮୯୧ ଏବଂ ସ୍ଥାନୀୟ ସଂକ୍ରମଣ ୬୫୬ ରହିଛି । ସେହିପରି ଲଗାତାର ଭାବେ ୨୦୦ତଳେ ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା । ଶୁକ୍ରବାର ଦିନ ଖୋର୍ଦ୍ଧାରୁ ସର୍ବାଧିକ ୧୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତ ୨୪ ଘଣ୍ଟାରେ ଆଉ ୧୧ ଜଣଙ୍କ ଜୀବନ ନେଇଛି କରୋନା ।
6. Boudh: 12
7. Cuttack: 98
8. Deogarh: 17
9. Dhenkanal: 40
10. Gajapati: 8
11. Ganjam: 24
12. Jagatsinghpur: 89
13. Jajpur: 70
14. Jharsuguda: 37
15. Kalahandi: 37
16. Kandhamal: 24
17. Kendrapada: 61
18. Keonjhar: 71
19. Khurda: 159
20. Koraput: 37
21. Malkangiri: 17— I & PR Department, Odisha (@IPR_Odisha) October 30, 2020
ଶୁକ୍ରବାର ଦିନ ଅନୁଗୁଳରୁ ୯୫ , କଟକରୁ ୯୮, ସୁନ୍ଦରଗଡ଼ରୁ ୫୮, ବାଲେଶ୍ୱରରୁ ୭୯, ମୟୂରଭଞ୍ଜରୁ ୮୮, ଯୟପୁରରୁ ୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୫୯, ବରଗଡ଼ରୁ ୩୫, ଜଗତସିଂହପୁରରୁ ୮୯, କଲାହାଣ୍ଡିରୁ ୩୭, କେନ୍ଦ୍ରାପଡାରୁ ୬୧, ବଲାଙ୍ଗିରରୁ ୭୯, ନବରଙ୍ଗପୁରରୁ ୬୦, ଝାରସୁଗୁଡା ଓ କଳାହାଣ୍ଡିରୁ ୩୭ ଜଣ ଲେକାଏଁ, ମାଲକାନଗିରିରୁ ୧୭, କେନ୍ଦୁଝରରୁ ୭୧ , ଭଦ୍ରକରୁ ୪୩, ସମ୍ବଲପୁରରୁ ୨୩, କନ୍ଧମାଳରୁ ୨୪, ନୟାଗଡ଼ରୁ ୩୪, ଢେଙ୍କାନାଳରୁ ୪୦, ବୌଦ୍ଧରୁ ୧୨ ଓ କୋରପୁଟରୁ ୩୭, ଗଞ୍ଜାମରୁ ୨୪, ରାୟଗଡ଼ାରୁ ୯, ଦେଓଗଡ଼ରୁ ୧୭, ଗଜପତିରୁ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Regret to inform the demise of eleven #COVID19 positive patients while under treatment in hospitals.
1. A 55-year-old male of Angul district who was also suffering from Diabetes Mellitus.
2. A 40-year-old female of Bhubaneswar.
3. A 66-year-old male of Bhubaneswar.— H & FW Dept Odisha (@HFWOdisha) October 30, 2020
7. A 59-year-old male of Khurda district who was also suffering from Diabetes Mellitus.
8. A 42-year-old male of Kandhamal district who was also suffering from Diabetes Mellitus.
9. A 45-year-old male of Nuapada district.— H & FW Dept Odisha (@HFWOdisha) October 30, 2020
ସେହିପରି ଶୁକ୍ରବାରଦିନ ରାଜ୍ୟରେ ଆଉ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୩୦୮ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୮ହଜାର ୬୪୬ ଥିବା ବେଳେ ଆକ୍ଟିଭ କେସ୍ ୧୫ହଜାର ୨୪୭ ରହିଛି । ଏବଂ କରୋନାରୁ ୨ଲକ୍ଷ ୭୨ହଜାର ୩୮ଜଣ ସୁସ୍ଥ ହୋଇଛନ୍ତି ।