ରାଜ୍ୟରେ ସୁସ୍ଥ ହେଲେ ୨୦୦୩ କରୋନା ସଂକ୍ରମତି
1 min readଭୁବନେଶ୍ୱର: ରାଜ୍ୟରେ କୁମୁଛି କରୋନା ସଂକ୍ରମଣ । ଦିନକୁ ଦିନ ତଳମୁହାଁ ହେଉଛି କରୋନା ଗ୍ରାଫ । ରାଜ୍ୟରେ ଆଜି ପୁଣି ୨୦୦୩ କରୋନା ସଂକ୍ରମତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ସୁସ୍ଥଙ୍କ ପରେ ରାଜ୍ୟରେ ମୋଟ ୨ ଲକ୍ଷ ୬୬ ହଜାର ୧୦୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧାରୁ ୨୨୯, ଅନୁଗୁଳରୁ ୧୫୯, କଟକରୁ ୧୪୧, ସୁନ୍ଦରଗଡ଼ରୁ ୧୩୧, ଯାଜପୁରରୁ ୧୧୩, ବାଲେଶ୍ୱରରୁ ୧୦୪, ମୟୂରଭଞ୍ଜରୁ ୧୦୧
Another 2003 Covid patients have recovered and are being discharged on 26.10.2020
229 from Khordha
159 from Anugul
141 from Cuttack
131 from Sundargarh
113 from Jajapur
104 from Baleswar
101 from Mayurbhanj
91 from Kalahandi
80 from Kendrapara
78 from Bargarh
72 from Bolangir— H & FW Dept Odisha (@HFWOdisha) October 26, 2020
କଳାହାଣ୍ଡିରୁ ୯୧, କେନ୍ଦ୍ରାପଡ଼ାରୁ ୮୦, ବରଗଡ଼ରୁ ୭୮, ବଲାଙ୍ଗିରରୁ ୭୨, ପୁରୀରୁ ୬୯, କେନ୍ଦୁଝରରୁ ୫୩, କୋରାପୁଟରୁ ୫୩, ଜଗତସିଂହପୁରରୁ ୪୮, ନୂଆପଡ଼ାରୁ ୪୭, ଝାରସୁଗୁଡ଼ାରୁ ୪୬, ନବରଙ୍ଗପୁରରୁ ୪୫, ସୋନପୁରରୁ ୪୩, ଢ଼େଙ୍କାନାଳରୁ ୩୬, ସମ୍ବଲପୁରରୁ ୩୫, ଗଞ୍ଜାମରୁ ୩୩, କନ୍ଧମାଳରୁ ୩୧, ମାଲକାନାଗିରିରୁ ୨୯, ନୟାଗଡ଼ରୁ ୨୪, ଗଦ୍ରକରୁ ୧୭, ରାୟଗଡ଼ାରୁ ୧୬, ଦେଓଗଡ଼ରୁ ୧୩, ବୌଦ୍ଧରୁ ୧୧, ଗଜପତିରୁ ୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
13 from Deogarh
11 from Boudh
5 from Gajapati
50 from State PoolThe total recovered cases of Odisha now stand at 266105
— H & FW Dept Odisha (@HFWOdisha) October 26, 2020