କମୁଛି ସଂକ୍ରମଣ ସଂଖ୍ୟା, ୨୪ ଘଣ୍ଟାରେ ୧୯୩୧ଟି ନୂଆ ସଂକ୍ରମିତ
1 min readଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩୧ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୧୧ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୧୨୦ ଟି ମାମଲା କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 20th October
New Positives Cases: 1931
In quarantine: 1120
Local contacts: 811(Details of local contacts will be shared by concerned District Administration)
District Wise Cases
1. Angul: 120
2. Balasore: 73
3. Bargarh: 66
4. Bhadrak: 64
5. Balangir: 64— I & PR Department, Odisha (@IPR_Odisha) October 21, 2020
ଆଜିର ନୂଆ ୧୯୩୧ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୭୩ ଟି ମାମଲା ଚିହ୍ନଟ ହୋଇଥିବା ବେଳେ କଟକରୁ ଦ୍ୱୀତିୟ ସର୍ବାଧିକ ୧୫୩ ଟି ମାମଲା ଚିହ୍ନଟ ହୋଇଛି । ସେହିପରି ପୁରୀରୁ ୭୨ଟି, ଜଗତସିଂହପୁରରୁ ୭୮, ବରଗଡ଼ରୁ ୬୬, ବାଲେଶ୍ୱରରୁ ୭୩, ଅନୁଗୁଳରୁ ୧୨୦ଟି, ମୟୁରଭଞ୍ଜରୁ ୯୯, ଝାରସୁଗୁଡ଼ାରୁ ୫୬, ନୂଆପଡ଼ାରୁ ୪୩, ସମ୍ବଲପୁରରୁ ୩୭, ବଲାଙ୍ଗୀରରୁ ୬୪ଟି ମାମଲା ଚିହ୍ନଟ ହୋଇଛି ।
22. Mayurbhanj: 99
23. Nawarangpur: 62
24. Nayagarh: 23
25. Nuapada: 43
26. Puri: 72
27. Rayagada: 25
28. Sambalpur: 37
29. Sonepur: 30
30. Sundargarh: 104
31. State Pool: 51New recoveries: 2622
Cumulative Tested: 4159394
Positive: 274181
Recovered: 252197
Active cases: 20750— I & PR Department, Odisha (@IPR_Odisha) October 21, 2020
ଅନ୍ୟପକ୍ଷରେ କେନ୍ଦୁଝରରୁ ୬୫ ଟି, ନବରଂଗପୁରରୁ ୬୨ଟି, କୋରାପୁଟରୁ ୨୯ଟି, ରାୟଗଡ଼ାରୁ ୨୫ଟି, ସୋନପୁରରୁ ୩୦ଟି, ଭଦ୍ରକରୁ ୬୬ଟି, ନୟାଗଡ଼ରୁ ୨୩ଟି, ସୁନ୍ଦରଗଡ଼ରୁ ୧୦୪ଟି, ଢେଙ୍କାନାଳରୁ ୩୫ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲ୍ରୁ ୫୧ ମାମଲା ଚିହ୍ନଟ ହୋଇଛି ।