କରୋନା ସ୍ଥିତି ସୁଧୁରୁଛି: ଆଜି ସୁସ୍ଥ ହେଲେ ୩୮୯୪
1 min readଭୁବନେଶ୍ୱର: ରାଜ୍ୟରେ ଆଜି ୩୮୯୪ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କଟକ ଜିଲ୍ଲାରୁ ୨ୟ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୬୫୭, କଟକରୁ ୪୪୨, ବାଲେଶ୍ୱରରୁ ୨୨୬, ଅନୁଗୁଳରୁ ୨୧୭, ପୁରୀରୁ ୧୮୨, ଗଜତସିଂହପୁରରୁ ୧୭୧, ମୟୂରଭଞ୍ଜରୁ ୧୬୨, ଯାଜପୁରରୁ ୧୫୩, କୋରାପୁଟରୁ ୧୨୬, ସୁନ୍ଦରଗଡ଼ରୁ ୧୧୯, ନୟାଗଡ଼ରୁ ୧୧୫, କେନ୍ଦ୍ରପଡ଼ାରୁ ୧୧୨, ସମ୍ୱଲପୁରରୁ ୧୧୦, କଳାହାଣ୍ଡିରୁ ୧୦୪, ବରଗଡ଼ରୁ ୯୭ ଓ ନବରଙ୍ଗପୁରରୁ ୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Another 3896 Covid patients have recovered and are being discharged on 29.09.2020
657 from Khordha
442 from Cuttack
226 from Baleswar
217 from Anugul
182 from Puri
171 from Jagatsinghpur
162 from Mayurbhanj
153 from Jajapur
151 from Jharsuguda
126 from Koraput— H & FW Dept Odisha (@HFWOdisha) September 29, 2020
ସେହିଭଳି ଭଦ୍ରକରୁ ୭୪, ମାଲକାନଗିୁରିରୁ ୭୨, ସୋନପୁରରୁ ୭୦, ୱଲାଙ୍ଗିରରୁ ୬୮, କେନ୍ଦୁଝରରୁ ୫୫, ନୂଆପଡ଼ାରୁ ୪୯, ଢେଙ୍କାନାଳରୁ ୪୫, ଗଞ୍ଜାମରୁ ୪୦, କନ୍ଧମାଳରୁ ୪୦, ରାୟଗଡ଼ାରୁ ୨୫, ବୌଦ୍ଧରୁ ୨୦, ଗଜପତିରୁ ୧୫, ଦେଓଗଡ଼ରୁ ୧୨ ଓ ୯୧ ଜଣ ଷ୍ଟେଟ ପୋଲ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଯାବତ ରାଜ୍ୟରେ ୧ ଲକ୍ଷ ୮୧ ହଜାର ୪୮୧ ଜଣ ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି ।