ରାଜ୍ୟରେ ଆଉ ୪୦୧୮ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୪୦୧୮ କରୋନା ଆକ୍ରାନ୍ତ ସୁସ୍ଥ । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୬୭୫ ଜଣ ସୁସ୍ଥ ହୋଇଛନ୍ତି ।
Another 4018 Covid patients have recovered and are being discharged on 20.09.2020
840 from Khordha
434 from Cuttack
274 from Puri
194 from Baleswar
139 from Kendrapara
136 from Sonepur
126 from Jagatsinghpur
120 from Jajapur
116 from Anugul
113 from Rayagada
111 from Jharsuguda— H & FW Dept Odisha (@HFWOdisha) September 20, 2020
ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୪୦ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୩୪ ଜଣ, ପୁରୀରୁ ୨୭୪ ଜଣ, ବାଲେଶ୍ୱରରୁ ୧୯୪, କେନ୍ଦ୍ରାପଡ଼ାରୁ ୧୩୯, ସୋନପୁର ୧୩୬, ଜଗତସିଂହପୁର ୧୨୬, ଯାଜପୁର ୧୨୦, ଅନୁଗୁଳ ୧୧୬, ରାୟଗଡ଼ା ୧୧୩, ଝାରସୁଗୁଡ଼ା ୧୧୧, ଭଦ୍ରକ ୧୦୪, ବରଗଡ଼ ୯୫, ସମ୍ବଲପୁର ୯୦, ସୁନ୍ଦରଗଡ଼ ୯୦, କୋରାପୁଟ ୮୮, ମୟୂରଭଞ୍ଜ ୮୩, ନୂଆପଡ଼ା ୭୭, କନ୍ଧମାଳ ୭୫, ନବରଙ୍ଗପୁର ୭୧, ଢ଼େଙ୍କାନାଳ ୬୭, ଗଞ୍ଜାମ ୬୭, ନୟାଗଡ଼ ୬୦, କେନ୍ଦୁଝର ୫୭, ବଲାଙ୍ଗିର ୪୬, କଳାହାଣ୍ଡି ୪୨, ବୌଦ୍ଧ ୩୪, ମାଲକାନଗିରି ୩୩, ଦେଓଗଡ଼ରୁ ୧୭ ଜଣ ସୁସ୍ଥ ହୋଇଛନ୍ତି । ତେବେ ଷ୍ଟେଟ୍ ପୁଲ୍ରେ ମଧ୍ୟ ୨୦୪ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି ।
104 from Bhadrak
95 from Bargarh
90 from Sambalpur
90 from Sundargarh
88 from Koraput
83 from Mayurbhanj
77 from Nuapada
75 from Kandhamal
71 from Nabarangpur
67 from Dhenkanal
67 from Ganjam
60 from Nayagarh
57 from Keonjhar
46 from Bolangir
42 from Kalahandi
34 from Boudh— H & FW Dept Odisha (@HFWOdisha) September 20, 2020
33 from Malkangiri
17 from Deogarh
15 from Gajapati
204 from State PoolThe total recovered cases of Odisha now stand at 145675
— H & FW Dept Odisha (@HFWOdisha) September 20, 2020