Odisha Corona Updates: ଖୋର୍ଦ୍ଧାଚିନ୍ତାରେ ସରକାର, ରାଜ୍ୟରେ ବି ସ୍ଥିତି ସଙ୍ଗୀନ…..
1 min readଭୁବନେଶ୍ୱର: ସଂକ୍ରମଣ ଥମୁନି । ଆଜି ୩୭୭୭ ସଂକ୍ରମିତ ଚିହ୍ନଟ ହେଲେ । ଏକଥା ଜଣା ଯେ, ଟେଷ୍ଟିଂ ବଢିବା ଯୋଗୁଁ ସଂକ୍ରମଣ ବଢୁଛି । ମାତ୍ର ଏତେ ମାତ୍ରାରେ ସଂକ୍ରମଣ ମଧ୍ୟ ଚିନ୍ତା ବଢାଉଛି । ତେବେ ଆଜି ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୨୧୯୧ ଜଣ କ୍ୱାରେଣ୍ଟାଇନର ଅଟନ୍ତି । ଅନ୍ୟପକ୍ଷରେ ୧୫୬୮ ସ୍ଥାନୀୟ ସଂକ୍ରମଣ ।
Covid-19 Report For 11th September
New Positives Cases: 3777
In quarantine: 2191
Local contacts: 1586(Details of local contacts will be shared by concerned Dist Administration)
District Wise Cases
1. Angul: 115
2. Balasore: 127
3. Bargarh: 139
4. Bhadrak: 67
5. Balangir: 51— I & PR Department, Odisha (@IPR_Odisha) September 12, 2020
ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏବେ ନିୟନ୍ତ୍ରଣରେ ହିଁ ନାହିଁ । ଯେମିତି କିଛି ଦିନ ତଳେ ଗଞ୍ଜାମ ବେକାବୁ ଥିଲା ଏବେ ଖୋର୍ଦ୍ଧା ସେଇ ରାସ୍ତାରେ ଯାଉଛି । ଶେଷ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮୧୫ ରହିଛି । ଖୋର୍ଦ୍ଧା ତଳକୁ ରହିଛି କଟକ ଓ ତା’ ତଳକୁ ପୁରୀ ।
6. Boudh: 26
7. Cuttack: 368
8. Deogarh: 14
9. Dhenkanal: 67
10. Gajapati: 13
11. Ganjam: 58
12. Jagatsinghpur: 100
13. Jajpur: 133
14. Jharsuguda: 70
15. Kalahandi: 70
16. Kandhamal: 49
17. Kendrapada: 148
18. Keonjhar: 78
19. Khurda: 815
20. Koraput: 98
21. Malkangiri: 26— I & PR Department, Odisha (@IPR_Odisha) September 12, 2020
ରାଜ୍ୟ ସରକାରଙ୍କର ଜିଲ୍ଲାୱାରୀ ସଂକ୍ରମଣ ତାଲିକା ଅନୁଯାୟୀ, ଅନୁଗୁଳରୁ ୧୧୫, ବାଲେଶ୍ୱରରୁ ୧୨୭, ବରଗଡ଼ରୁ ୧୩୯, ଭଦ୍ରକରୁ ୬୭, ବଲାଙ୍ଗିରରୁ ୫୧, ବୌଦ୍ଧରୁ ୨୬, କଟକରୁ ୩୬୮, ଦେଓଗଡ଼ରୁ ୧୪, ଢେଙ୍କାନାଳରୁ ୬୭, ଗଜପତିରୁ ୧୩, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୧୦୦, ଯାଜପୁରରୁ ୧୩୩, ଝାରସୁଗୁଡ଼ାରୁ ୭୦, କଳାହାଣ୍ଡିରୁ ୭୦, କନ୍ଧମାଳରୁ ୪୯, କେନ୍ଦ୍ରାପଡ଼ାରୁ ୧୪୮, କେନ୍ଦୁଝରରୁ ୭୮, କୋରାପୁଟରୁ ୯୮, ମାଲକାନଗିରିରୁ୨୬, ମୟୂରଭଞ୍ଜରୁ ୫୮, ନବରଙ୍ଗପୁରରୁ ୧୦୭, ନୟାଗଡ଼ରୁ ୭୧, ନୂଆପଡ଼ାରୁ ୭୩, ପୁରୀରୁ ୨୩୭, ରାୟଗଡ଼ାରୁ ୭୫, ସମ୍ୱଲପୁରରୁ ୧୧୨, ସୋନପୁରରୁ ୭୨, ଓ ସୁନ୍ଦରଗଡ଼ରୁ ୧୪୮ଜଣ ବ୍ୟକ୍ତି କରୋନାର ଶୀକାର ହୋଇଛନ୍ତି ।
22. Mayurbhanj: 58
23. Nawarangpur: 107
24. Nayagarh: 71
25. Nuapada: 73
26. Puri: 237
27. Rayagada: 75
28. Sambalpur: 112
29. Sonepur: 72
30. Sundargarh: 148
31. State Pool: 192New Recovery: 4061
Cumulative Tested: 2374620
Positive: 146894
Recovered: 112062
Active Case: 34163— I & PR Department, Odisha (@IPR_Odisha) September 12, 2020
ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଏବେ ୧ ଲକ୍ଷ ୪୬ ହଜାର ୮୯୪ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତ ୩୪ ହଜାର ୧୬୩ । ଅନ୍ୟପକ୍ଷରେ ସଂକ୍ରମଣ ବଢୁଥିଲେ ମଧ୍ୟ ରାଜ୍ୟର ସୁସ୍ଥତା ହାର ଉଲ୍ଲେଖନୀୟ ରହିଛି । ଏଯାବତ୍ ରାଜ୍ୟରେ ୧ ଲକ୍ଷ ୧୨ ହଜାର ୬୨ ବ୍ୟକ୍ତି କରୋନା କବଳରୁ ମୁକ୍ତ ହୋଇ ସାରିଲେଣି ।