ଖୋଲିବ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ରହସ୍ୟ, ଆର୍ଥିକ କାରବାର ନେଇ ଗାର୍ଲଫ୍ରେଣ୍ଡ ରିୟାଙ୍କୁ ପଚରାଉଚରା କରିବ ଇଡି । ଆୟର ସ୍ରୋତ, ବ୍ୟବସାୟିକ କାରବାର ନେଇ ହେବ ଖୋଳତାଡ଼ । ସେପଟେ ରିୟାଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ ।

Leave a Reply