ରାଜ୍ୟରେ ଆଉ ୧୨୫୫ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ..?
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୧୨୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତ ସୁସ୍ଥଙ୍କୁ ଘରକୁ ଫେରିବାକୁ ଅନୁମତି ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି । ରାଜ୍ୟରେ ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଆକ୍ରାନ୍ତଙ୍କ ସଂଖ୍ୟା ମୁଣ୍ଡ ବ୍ୟଥା ବଢ଼ାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ସାମ୍ନାକୁ ଆସିବା ପରେ କିଛି ମାତ୍ରା ଆଶ୍ୱସ୍ତି ମିଳୁଛି । ତେବେ ରାଜ୍ୟରେ ଏବେ ସୁଦ୍ଧା ୨୫ ହଜାର ୭୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Another #COVID19 1255 patients have recovered and are being discharged on 5.8.2020
485 from Ganjam
125 from Khurdha
122 from Sundargarh
107 from Sambalpur
75 from Puri
43 from Mayurbhanj
40 from Cuttack
29 from Jagatsinghpur
28 from Kandhamal
27 from Balasore— H & FW Dept Odisha (@HFWOdisha) August 5, 2020
୧୨୫୫ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୪୮୫ ଜଣ ଥିବା ବେଳେ ଖୋର୍ଦ୍ଧାର ୧୨୫ ଜଣ ସୁସ୍ଥ ହେଇଛନ୍ତି । ସେହିଭଳି ସୁନ୍ଦରଗଡ଼ର ୧୨୨ ଜଣ, ସମ୍ବଲପୁରର ୧୦୭ ଜଣ, ପୁରୀର ୭୫ ଜଣ, ମୟୂରଭଞ୍ଜର ୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
24 from Bolangir
22 from Koraput
20 from Angul
18 from Nabarangpur
16 from Gajapati
14 from Nayagarh
12 from Kendrapara
11 from Malkangiri
10 from Bhadrak
8 from Kalahandi
6 from Nuapada
5 from Jajpur
4 from Dhenkanal
3 from Jharsuguda
1 from Keonjhar— H & FW Dept Odisha (@HFWOdisha) August 5, 2020
ଅନ୍ୟପଟେ କଟକର ୪୦ ଜଣ ସୁସ୍ଥ ହୋଇଥିବା ବେଳେ ଜଗତସିଂହପୁରର ୨୯ ଜଣ, କନ୍ଧମାଳାର ୨୮ ଜଣ, ବାଲେଶ୍ୱରର ୨୭, ବଲାଙ୍ଗିରରୁ ୨୪, କୋରାପୁଟରୁ ୨୨, ଅନୁଗୁଳରୁ ୨୦, ନବରଙ୍ଗପୁରରୁ ୧୮, ଗଜପତିରୁ ୧୬, ନୟାଗଡ଼ରୁ ୧୪, କେନ୍ଦ୍ରାପଡ଼ାରୁ ୧୨, ମାଲକାନଗିରିରୁ ୧୧, ଭଦ୍ରକରୁ ୧୦, କଳାହାଣ୍ଡିରୁ ୮, ନୂଆପଡ଼ାରୁ ୬, ଯାଜପୁରରୁ ୫, ଢ଼େଙ୍କାନାଳରୁ ୪, ଝାରସୁଗୁଡ଼ାରୁ ୩, କେନ୍ଦୁଝରରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
The total recovered cases of Odisha now stand at 25737. #25000 #OdishaOath4CovidWarriors
— H & FW Dept Odisha (@HFWOdisha) August 5, 2020