ପୁଣି ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ, ୬୧ ଯବାନ ବି ପଜିଟିଭ୍…
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ । ସେଥିମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ୧୪୬ କରୋନା ପଜିଟିଭ୍ଙ୍କ ମଧ୍ୟରୁ ଜଗତସିଂପୁରରୁ ୮ ଜଣ, କେନ୍ଦୁଝରରୁ ୨ ଜଣ, କଟକରୁ ୨ ଜଣ, ମାଲକାନଗିରିରୁ ଜଣେ, ଖୋର୍ଦ୍ଧାରୁ ୧୯, ନୟାଗଡ଼ରୁ ୩, ଯାଜପୁରରୁ ଜଣେ, ମୟୁରଭଞ୍ଜ ୩, ଢ଼େଙ୍କାନାଳରୁ ଜଣେ, କଳାହାଣ୍ଡିରୁ ୩ ଜଣ, କନ୍ଧମାଳରୁ ଜଣେ, ଗଞ୍ଜାମରୁ ୧୮, ଦେଓଗଡ଼ରୁ ୫, ବଲାଙ୍ଗିରରୁ ଜଣେ, ସୁନ୍ଦରଗଡ଼ରୁ ୭ ଜଣ, କେନ୍ଦ୍ରାପଡ଼ାରୁ ଦୁଇ, ବାଲେଶ୍ୱରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
COVID-19 REPORT FOR 8th JUNE
New positive cases: 146
In quarantine: 127
Local contacts: 19(Details of local contacts will be shared by concerned District Administration)
District Wise Positive Cases
1. Jagatsinghpur : 8
2. Keonjhar: 2
3. Cuttack: 2
4. Malkangiri: 1— I & PR Department, Odisha (@IPR_Odisha) June 9, 2020
5. Khordha: 19
6. Nayagarh: 3
7. Jajpur: 1
8. Mayurbhanj: 3
9. Dhenkanal: 1
10. Kalahandi: 3
11. Kandhamal: 2
12. Ganjam: 18
13. Deogarh: 5
14. Bolangir: 1
15. Sundargarh: 7
16. Kendrapada: 2
17. Balasore: 7
18. NDRF/ODRAF returned from West Bengal Amphan duty: 61— I & PR Department, Odisha (@IPR_Odisha) June 9, 2020
ସେହିଭଳି ପଶ୍ଚିମବଙ୍ଗରୁ ଫେରିଥିବା ଏନ୍ଡିଆର୍ଏଫ୍ ଓ ଓଡ୍ରାଫ୍ ଟିମ୍ର ୬୧ ଜଣ ଯବାନଙ୍କୁ କରୋନା ସଂକ୍ରମଣ ହୋଇଛି ।
ତେବେ ରାଜ୍ୟରେ ଏବେ ୩୧୪୦ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେଥିମଧ୍ୟରୁ ୧୧୩୬ଟି ସକ୍ରିୟ ମାମଲା ରହିଥିବା ବେଳେ ୧୯୯୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।