ଦେଶରେ ସଂକ୍ରମିତ ୬୭ହଜାର ପାର, ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭ ହାଜାର ପାର ହୋଇଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି ଏବଂ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ସୂଚନା ଅନୁଯାୟୀ, ସଂକ୍ରମିତଙ୍କ ସଂଖ୍ୟା ୬୭ ହଜାର ୧୫୨ କୁ ବୃଦ୍ଧି ପାଇଛି ଯେଉଁଥିରେ ୨ ହଜାର ୨୦୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ହଜାର ୯୧୭ ଲୋକ ଆରୋଗ୍ୟ ହୋଇଛନ୍ତି। ଏବଂ ଦେଶରେ ଆକ୍ଟିଭ ମାମଲା ୪୪ ହଜାର ୨୯ ରହିଛି । ତେବେ ଜାଣି ନିଅନ୍ତୁ କେଉଁ ରାଜ୍ୟକେ କେତେ ସଂକ୍ରମିତ ଏବଂ କେତେ ମୃତ ?
ରାଜ୍ୟ | ସଂକ୍ରମିତ | ମୃତ |
ମହାରାଷ୍ଟ୍ର | ୨୨୧୭୧ | ୮୩୨ |
ଗୁଜୁରାଟ | ୮୧୯୪ | ୪୯୩ |
ତାମିଲନାଡୁ | ୭୨୦୪ | ୪୭ |
ଦିଲ୍ଲୀ | ୬୯୨୩ | ୭୩ |
ରାଜସ୍ଥାନ | ୩୮୧୪ | ୧୦୭ |
ମଧ୍ୟପ୍ରଦେଶ | ୩୬୧୪ | ୨୧୫ |
ଉତ୍ତରପ୍ରଦେଶ | ୩୪୬୭ | ୭୪ |
ଆନ୍ଧ୍ରପ୍ରଦେଶ | ୧୯୮୦ | ୪୫ |
ପଶ୍ଚିମବଙ୍ଗ | ୧୯୩୯ | ୧୮୫ |
ପଞ୍ଜାବ | ୧୮୨୩ | ୩୧ |
ତେଲେଙ୍ଗାନାରେ | ୧୧୯୬ | ୩୦ |
ଆଣ୍ଡାମାନ ଏବଂ ନିକୋବର | ୩୩ | |
ଅରୁଣାଚଳ ପ୍ରଦେଶ | ୧ | |
ଆସାମରେ | ୬୩ | ୨ |
ବିହାରରେ | ୬୯୬ | ୬ |
ଚଣ୍ଡିଗଡ଼ | ୧୬୯ | |
ଛତିଶଗଡ଼ | ୫୯ | |
ଗୋଆ | ୭ | |
ହରିୟାଣାରେ | ୭୦୩ | ୧୦ |
ହିମାଚଳ ପ୍ରଦେଶରେ | ୫୫ | ୨ |
ଜାମ୍ମୁ କାଶ୍ମୀରରେ | ୮୬୧ | ୯ |
ଝାଡଖଣ୍ଡରେ | ୧୫୭ | ୩ |
କର୍ଣ୍ଣାଟକରେ | ୮୪୮ | ୩୧ |
କେରଳ | ୫୧୨ | ୪ |
ମଣିପୁର | ୨ | |
ଲଦାଖ | ୪୨ | |
ମେଘାଳୟ | ୧୩ | ୧ |
ଓଡିଶା | ୩୯୧ | ୩ |
ପୁଡୁଚେରୀ | ୯ | |
ତ୍ରିପୁରାରେ | ୧୫୦ | |
ଉତ୍ତରାଖଣ୍ଡରେ | ୬୮ |