ଜୁଲାଇ ୧୯ରୁ ୨୩ ମଧ୍ୟରେ ହେବ JEE Main ପରୀକ୍ଷା, ସୂଚନା ଦେଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

1 min read

ନୂଆଦିଲ୍ଲୀ: କରୋନା ସଙ୍କଟ ଯୋଗୁଁ ବର୍ତ୍ତମାନ ଜୁଲାଇ ୨୬ ରେ National Eligibility Cum Entrance Examination (NEET) ପରୀକ୍ଷା ଅନୁଷ୍ଠିତ ହେବ । ଏହା ସହିତ ମିଳିତ ପ୍ରବେଶିକା ପରୀକ୍ଷା (JEE) ମେନ୍ସର ପରୀକ୍ଷା ୧୯ ଜୁଲାଇରୁ ୨୩ ଜୁଲାଇ ମଧ୍ୟରେ ହେବ ଏବଂ JEE ଆଡଭାନ୍ସ ପରୀକ୍ଷା ବର୍ତ୍ତମାନ ଅଗଷ୍ଟରେ ଅନୁଷ୍ଠିତ ହେବ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଙ୍ଗଳବାର ଏହି ଘୋଷଣା କରିଛନ୍ତି ।

Leave a Reply