କରୋନା ପାଇଁ କୋହଳ ହୁଅ । ୩ ମାସର ସ୍କୁଲ ଫି’ ହ୍ର।ସ କିମ୍ବା ସ୍ଥଗିତ ରଖିବାକୁ ଘରୋଇ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ଅଭିଭାବକଙ୍କ ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଥିବାରୁ ସହାନୁଭୂତିଶୀଳ ହେବାକୁ ଅପିଲ ।

Leave a Reply