କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍ । କୋଭିଡ୍-୧୯ ଯୁଦ୍ଧ ଲମ୍ବା ଦୌଡ଼ । ମନକୁ ଶାନ୍ତ ରଖନ୍ତୁ । ଘରେ ଅଟକ ବେଳେ ଶାରିରୀକ ପରିଶ୍ରମ କରନ୍ତୁ, ଇମ୍ୟୁନିଟି ପାୱାରକୁ ବଢ଼ାନ୍ତୁ । ଘର ଭିତରେ ଏକାଠି ଖିଆପିଆ କରନ୍ତୁ । ଅଳ୍ପ ଖାଆନ୍ତୁ, ସୁସ୍ଥ ରୁହନ୍ତୁ ।
1 min readଭୁବନେଶ୍ୱର: କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍ । କୋଭିଡ୍-୧୯ ଯୁଦ୍ଧ ଲମ୍ବା ଦୌଡ଼ । ମନକୁ ଶାନ୍ତ ରଖନ୍ତୁ । ନିଜକୁ ଓ ପ୍ରିୟଜନକୁ ଦେଖି ସାନ୍ତ୍ୱନା ପାଆନ୍ତୁ । ଘରେ ଅଟକ ବେଳେ ଶାରିରୀକ ପରିଶ୍ରମ କରନ୍ତୁ, ଇମ୍ୟୁନିଟି ପାୱାରକୁ ବଢ଼ାନ୍ତୁ । ଘର ଭିତରେ ଏକାଠି ଖିଆପିଆ କରନ୍ତୁ । ଅଳ୍ପ ଖାଆନ୍ତୁ, ସୁସ୍ଥ ରୁହନ୍ତୁ ।