spot_img

Latest Posts

ଆମୋନିଆ ଗ୍ୟାସ ଲିକ: ୭ ମୃତ, ୬୦ରୁ ଅଧିକ ଅସୁସ୍ଥ

ତାମିଲନାଡୁ ତିରୁଭାଲୁର ଜିଲ୍ଲାରେ ଅଘଟଣ  । ଆମୋନିଆ ଗ୍ୟାସ ଲିକ ଯୋଗୁ ୭ ମୃତ, ୬୦ରୁ ଅଧିକ ଅସୁସ୍ଥ
କାରଖାନାରେ ୧୨୦ରୁ ଅଧିକ ଶ୍ରମିକ ଥିବା ସୂଚନା  । ଅସୁସ୍ଥମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି । ଏକ ଘରୋଇ ସମୁଦ୍ରଜାତ ଖାଦ୍ୟ ରପ୍ତାନି କାରଖାନାରେ ଅଘଟଣ ।  ସେଣ୍ଟ ପିଟର୍ସ ପଲ ସିଫୁଡ୍ସ ଏକ୍ସପୋର୍ଟସ କାରଖାନାରେ ଅଘଟଣ । ପେରିୟାପଲାୟାମସ୍ଥିତ କାନିଗାଇପାରେରେ ଅଘଟଣ କାରଖାନା ଭିତରେ ଓଡ଼ିଶା, ଆସାମ ଓ ଝାଡ଼ଖଣ୍ଡର ଶ୍ରମିକ ଥିବା ସୂଚନା ।

Latest Posts

Don't Miss