spot_img

Latest Posts

ଦିଲ୍ଲୀରୁ ଜୁରିକ ଯାଉଥିବା ବିମାନର ଜରୁରୀ ଲ୍ୟାଣ୍ଡିଂ ବେଳେ ୬ ଯାତ୍ରା ଆହତ

ଦିଲ୍ଲୀ ବିମାନ ବନ୍ଦରରେ ଅଘଟଣ। ଦିଲ୍ଲୀରୁ ଜୁରିକ ଯାଉଥିବା ବିମାନର ଜରୁରୀ ଲ୍ୟାଣ୍ଡିଂ ବେଳେ ୬ ଯାତ୍ରା ହୋଇଛନ୍ତି ଆହତ। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘଟିଛି ଅଘଟଣ। ବିମାନଟି ଉଡ଼ାଣ ଆରମ୍ଭ କରିବା ମାତ୍ରେ ଏହାର ଇଞ୍ଜିନ ଅକାମୀ ହୋଇଯିବା ସହ ଏଥିରେ ନିଆଁ ଲାଗି ଯାଇଥିଲା। ବିମାନର ପାଇଲଟ ତୁରନ୍ତ ବିମାନର ଉଡାଣ ବାତିଲ କରି ଏହାର ଜରୁରୀ ଅବତରଣ କରିଥିଲେ। ସୁଇସ ଏୟାର ଫ୍ଲାଇଟର ଫ୍ଲାଇଟ SWR146 ଆଜି ସକାଳେ ଜୁରିକ ଅଭିମୁଖେ ଉଡାଣ ଭରୁଥିବାବେଳେ ଏହି ଅଘଟଣ ଘଟିଥିଲା। ବିମାନରେ ୨୩୨ ଯାତ୍ରୀ ଓ ୧୩ କ୍ରିଉ ମେମ୍ବର ଥିଲେ।

Latest Posts

Don't Miss