spot_img

Latest Posts

ମାଛ ଧରିବା ବେଳେ ନଦୀରେ ବୁଡ଼ିଗଲେ ମାଛ ଧରାଳି

କୁଜଙ୍ଗ : ମାଛ ଧରିବା ବେଳେ ଅଘଟଣ l ମାଛ ଧରିବା ବେଳେ ନଦୀରେ ବୁଡ଼ିଗଲେ ମାଛ ଧରାଳି l ମୃତକ ହେଉଛନ୍ତି ୬୫ ବର୍ଷ ବୟସ୍କ ମହେନ୍ଦ୍ର ସେଠୀ। ସେ କୁଜଙ୍ଗ ବ୍ଲକ ପାରାଦୀପ ଗଡ଼ର ବାସିନ୍ଦା l ସିଙ୍ଗିଟାଳି ଚୌମୁହାଣୀ ନିକଟ ମହାନଦୀରେ ଘଟିଛି ଘଟଣା l ତାଙ୍କ ସହିତ ମାଛ ଧରିବା ପାଇଁ ଯାଇଥିବା ଯୁବକ ରାଜେଶ ତରାଇ ଯେତେ ଚେଷ୍ଟା କରଥିଲେ ମହେନ୍ଦ୍ରଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ପରେ କୁଜଙ୍ଗ ଅଗ୍ନିଶମ ବାହିନୀ ବି ସର୍ଚ୍ଚ ଅପରେସନ କରିଥିଲେ। ଦୀର୍ଘ ସମୟ ଖୋଜାଖୋଜି ପରେ ମହେନ୍ଦ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ପାରାଦ୍ୱୀପ ଲକ ଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହକୁ ପୋଷ୍ଟମର୍ଟମ ଲାଗି ପଠାଇଛି।…

Latest Posts

Don't Miss