spot_img

Latest Posts

ଲେବାନନ ବେରୁଟ ଉପରେ ପୁଣି ଇସ୍ରାଏଲ ହମଲା

ନନ୍ଦିଘୋଷ ବ୍ୟୁରୋ : ଲେବାନନ ବେରୁଟ ଉପରେ ପୁଣି ଇସ୍ରାଏଲ ହମଲା। ବେରୁଟ ଅନ୍ତର୍ଗତ ବାବଦାରେ ଅନେକ ଅଞ୍ଚଳ ହୋଇଛି ଧୂଆଁମୟ। ଗତକିଛି ଦିନ ଧରି ବେରୁଟ ଉପରେ ଇସ୍ରାଏଲ ହମଲା କରିଆସୁଛି। ଗତକାଲି ବେରୁଟ ଉପରେ ଇସ୍ରାଏଲ ହମଲା କରିବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ପଶ୍ଚିମ ଏସିଆ ଶାନ୍ତି କଥାବାର୍ତ୍ତା ବିଫଳ ହୋଇଥିବାବେଳେ ପୁଣି ଥରେ ବେରୁଟକୁ ଟାର୍ଗେଟ କରିଛି ଇସ୍ରାଏଲ। ଲେବାନନ ଯୁଦ୍ଧବିରତିକୁ କଥାବାର୍ତ୍ତାରେ ସ୍ଥାନ ଦେବା ଲାଗି ଇରାନ ଜିଦ ଧରିଥିଲା। ଏହା ବି ଥିଲା ଶାନ୍ତି କଥାବାର୍ତ୍ତା ବିଫଳ ହେବାର ଅନ୍ୟ ଏକ ପ୍ରମୁଖ କାରାଣ।

Latest Posts

Don't Miss