spot_img

Latest Posts

ଓଭର ବ୍ରିଜ ତଳକୁ ଖସି ପଡିଲା ଆଳୁ ବୋଝେଇ ଟ୍ରକ

ସୋର : ଓଭର ବ୍ରିଜ ତଳକୁ ଖସି ପଡିଲା ଆଳୁ ବୋଝେଇ ଟ୍ରକ । ୧୬ ନମ୍ବର ଜାତୀୟ ରାଜପଥ ସୋର ଥାନା ତଳନଗରରେ ଦୁର୍ଘଟଣା । ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଲା ଟ୍ରକ l ଟ୍ରକର ଡ୍ରାଇଭର ଓ ହେଲପର ମୃତ l ମୃତକଙ୍କ ପରିଚୟ ଅସ୍ପଷ୍ଟ । ମୃତକଙ୍କୁ ଉଦ୍ଧାର କଲେ ଏନଏଚ ପାଟ୍ରୋଲିଙ୍ଗ ଭ୍ଯାନ ଓ ସୋର ପୋଲିସ ।ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ପଠାଇଲା ପୋଲିସ l ପଶ୍ଚିମବଙ୍ଗର ଚନ୍ଦ୍ରକୋଣରୁ ପଟ୍ଟାମୁଣ୍ଡାଇ ଯିବା ବେଳେ ଦୁର୍ଘଟଣା ।

Latest Posts

Don't Miss