spot_img

Latest Posts

କନ୍ଧମାଳରେ ଆତ୍ମସମର୍ପଣ କଲେ ୧୦ କ୍ୟାଡର ମାଓବାଦୀ ; ପୋଲିସ ନିକଟରେ କରିଛନ୍ତି ଆତ୍ମସମର୍ପଣ

ନନ୍ଦିଘୋଷ ବ୍ୟୁରୋ : କନ୍ଧମାଳରେ ଆତ୍ମସମର୍ପଣ କଲେ ୧୦ କ୍ୟାଡର ମାଓବାଦୀ। ପୋଲିସ ନିକଟରେ କରିଛନ୍ତି ଆତ୍ମସମର୍ପଣ। ଏମାନଙ୍କ ମଧ୍ୟରେ ଅଛନ୍ତି ୭ ମହିଳା ମାଓବାଦୀ l ଏମାନେ ହେଲେ ନିତୁ, ଅନୁପା, ରଜନୀ, ଶିଳ୍ପା, ସଂଗୀତା,ଗଣେଶ, ସୁଶୀଳା, ଯମୁନା,ସରିତା ଓ ସୁନୀଲ l  ଏମାନେ ସବୁ ଛତିଶ ଗଦାରୀ ବୋଲି ଜଣାପଡିଛି l ଏମାନେ କେକେବିଏନ ଡିଭିଜନରେ କାମ କରୁଥିଲେ l ଏମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ଆଣ୍ଟି ମାଓ ଓପରେସନ ମୁଖ୍ୟ  ସଂଜୀବ ପଣ୍ଡା ଓ  କନ୍ଧମାଳ ଏଡିଜିପି ହରିଶ ବିଶିଙ୍କ ରଣନୀତି ପାଇଁ ଆଜି ସମସ୍ତେ ଆତ୍ମସମର୍ପଣ କରିଛନ୍ତି।

Latest Posts

Don't Miss