spot_img

Latest Posts

ପୁରୀ କୋର୍ଟରେ ପୁଣି ବୋମା ଆତଙ୍କ ; ମାଜିଷ୍ଟ୍ରେଟ ଏବ୍ଂ ଓକିଲଙ୍କ ମଧ୍ୟରେ ଭୟର ବାତାବରଣ

ନନ୍ଦିଘୋଷ ବ୍ୟୁରୋ : ପୁରୀ କୋର୍ଟରେ ପୁଣି ବୋମା ଆତଙ୍କ। ଆଜି ପୁଣି ମେଲ ରେ ପୁରୀ କୋର୍ଟକୁ ଉଡାଇ ଦେବାକୁ ଧମକ ଆସିଛି। ଅଜଣା ମେଲ୍ ଆଇଡିକୁ ନେଇ ପୋଲିସ ଅଧିକ ତର୍ଜମା କରୁଥିବା ବେଳେ କୋର୍ଟ ପରିସରରେ ସଶସ୍ତ୍ର ପୋଲିସ ଓ ବମ୍ ସ୍କ୍ୱାଡ୍ ପହଞ୍ଚି  ସର୍ଚ୍ଚ ଆରମ୍ଭ କରିଛି। ଯାହାକୁ ନେଇ କୋର୍ଟ ମଧ୍ୟରେ କୋର୍ଟର କର୍ମଚାରୀ ମାଜିଷ୍ଟ୍ରେଟ ଏବ୍ଂ ଓକିଲଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ତେବେ ପୂର୍ବରୁ ଗତ ଫେବୃଆରୀ ୬ରେ ମଧ୍ୟ ବୋମା ଧମକ ମିଳିଥିଲା।

Latest Posts

Don't Miss