spot_img

Latest Posts

ଚିଲିକାରେ ଅଟକିଲା ଭସାପୋଲ ; ଘନ କୁହୁଡ଼ି ହୋଇଥିବାରୁ ଭସାପୋଲ ହେଲା ଦିଗହରା

ନନ୍ଦିଘୋଷ ବ୍ୟୁରୋ: ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଭସାପୋଲ। ସାତପଡ଼ାରୁ ଜହ୍ନିକୁଦା ଘାଟ କୂଳକୁ ଯିବା ସମୟରେ ଚିଲିକାରେ ଘନ କୁହୁଡ଼ି ହୋଇଥିବାରୁ ଭସାପୋଲଟି ଦିଗହରା ହୋଇ ଢିପରେ ଲାଗିଯାଇଥିଲା । ଦୀର୍ଘ ସମୟ ଧରି ଭସାପୋଲଟି ମଝି ଚିଲିକାରେ ଅଟକି ରହିଛି। ଭସାପୋଲରେ ଗୋଟିଏ ବସ ସମେତ ୫ଟି ଭାରିଯାନ ଓ ୧୦ଟି ଦୁଇଚକିଆ ଯାନ ଏବଂ ୩୦ରୁ ଅଧିକ ଯାତ୍ରୀ ରହିଛନ୍ତି

Latest Posts

Don't Miss