spot_img

Latest Posts

ସୁବର୍ଣ୍ଣପୁର ଡୁଙ୍ଗୁରିପାଲିରେ ପିକନିକ୍ ବସ ଦୁର୍ଘଟଣାଗ୍ରସ୍ତ ; ଦୁର୍ଘଟଣାରେ ଅନେକ ଛାତ୍ରଛାତ୍ରୀ ଆହତ

ନନ୍ଦିଘୋଷ ବ୍ୟୁରୋ : ସୁବର୍ଣ୍ଣପୁର ଡୁଙ୍ଗୁରିପାଲିରେ ପିକନିକ୍ ବସ ଦୁର୍ଘଟଣାଗ୍ରସ୍ତ। ସାଲେପାଲି ରାଇସମିଲ ନିକଟରେ ପିକନିକ୍ ଯାଉଥିବା ବସ ଧାନ ବୋଝେଇ ଟ୍ରାକଟରକୁ ପଛ ପଟୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l ପୋଲିସ, ଅଗ୍ନିଶମ ବାହିନୀ ପହଁଚି ପିକନିକ୍ ଆସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତିl ଏଥିରେ ବହୁ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି l

Latest Posts

Don't Miss