spot_img

Latest Posts

ବାରିପଦାରେ ପାଞ୍ଚ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାରିପଦାରେ ଦୁଷ୍କର୍ମ। ପାଞ୍ଚ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ବାରିପଦା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ନାତୁଣୀ ସହ ଗାଁର ପଡ଼ୋଶୀ ସମ୍ପର୍କୀୟ ଅଜା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ୧୫ ତାରିଖରେ ତାଙ୍କ ଘର ପଛ ପାଖରେ ଏକ ନିର୍ଜନ ସ୍ଥାନକୁ ନେଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଅଭିଯୁକ୍ତ ସମ୍ପର୍କୀୟଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି ବାରିପଦା ସଦର ପୋଲିସ୍। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

Latest Posts

Don't Miss