spot_img

Latest Posts

ବିଧାନସଭା ଶୀତ ଅଧିବେଶନ : ବିଧାନସଭାର ଶୀତ ଅଧିବେଶନର ପଞ୍ଚମ ଦିନ

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ ସୁରୁଖୁରୁରେ ଜାରି ରହିଛି l ଶାସକ ଓ ବିରୋଧୀ ସହଯୋଗରେ ଗୃହ ସ୍ଵାଭାବିକ ଭାବେ ଚାଲିଛି। ଆଜି ପଞ୍ଚାୟତରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜୟବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରଶ୍ନକାଳ ରହିଛି। ଶ୍ୟୁନକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟକୁ ଉଭୟ ବିରୋଧୀ ଓ ଶାସକ ଦଳର  ବିଧାୟକ ଉଠାଇବେ। ବିରୋଧୀଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ।….

Latest Posts

Don't Miss