ପଞ୍ଜିକରଣ ନାଁରେ ପ୍ରତିରଣା। ତାଲିକାରୁ ବାଦ ଗରିବ ଭାଗ ଚାଷୀ। କୋରାପୁଟ ଜିଲ୍ଲାର କୋଟପାଡ ବୋରିଗୁମ୍ମା ଓ କୁନ୍ଦୁରା ବ୍ଲକର ବହୁ ଭାଗ ଚାଷୀ ପଞ୍ଜିକରଣରୁ ଦିଆଯାଇଛି ବାଦ। ଯାହାକୁ ନେଇ ଚାଷୀ ଏବେ କେମିତି ଧାନ ବିକ୍ରି କରିବେ ତାହାକୁ ନେଇ ଚିନ୍ତାରେ । ଚାଷୀଙ୍କ ପଞ୍ଜିକୃତ କରିବା ପାଇଁ ଜିଲ୍ଲା ଉପ ନିବନ୍ଧକଙ୍କୁ ଚାଷୀଙ୍କ ନିବେଦନ।

