ସୁବର୍ଣ୍ଣପୁର: ସମ୍ବଲପୁର-ସୋନପୁର ରାସ୍ତାର ମେଟାକାନି ପାଖରେ ହୋଇଛି ଦୁର୍ଘଟଣା । ଟାଟା ପିକଅପ ଓ ଟ୍ରକ୍‌ ମଧ୍ୟରେ ହୋଇଛି ମୁହାଁ ମୁହିଁ ଧକ୍କା । ଦୁର୍ଘଟଣାରେ ୪ ମୃତ ୬ ଗୁରୁତର । ମୃତକଙ୍କ ସଂଖ୍ୟା ବଢ଼ିପାରେ ।

Leave a Reply