spot_img

Latest Posts

ମୃତ୍ୟୁ ପୂର୍ବରୁ ତାଙ୍କ ଇନ୍‌ଷ୍ଟାରେ କ’ଣ ଲେଖିଥିଲେ ସ୍କୁଲ ଛାତ୍ରୀ

ଭୁବନେଶ୍ୱର: ରାଜଧାନୀର ବିଜେବି ନଗର ଆପାର୍ଟମେଣ୍ଟରୁ ପଡ଼ି ଛାତ୍ରୀ ମୃତ୍ୟୁ ମାମଲା । ତଦନ୍ତ କରୁଛି ବଡ଼ଗଡ଼ ଥାନା ପୋଲିସ । ସୋସିଆଲ ମିଡ଼ିଆରେ ଛାତ୍ରୀଙ୍କର କିଛି ମେସେଜ ରହିଛି । ଜଣଙ୍କ ସହ ଛାତ୍ରୀ ମେସେଜରେ କଥା ହେଉଥିଲେ । ସେ ତାଙ୍କ ପୋଷ୍ଟରେ ମନର କଥା ସବୁ ଲେଖିଛନ୍ତି ।

ପୋଷ୍ଟରେ BYE, BYE PEOPLE

ମୁଁ ବି ସ୍ୱର୍ଗଲୋକକୁ ଯିବାକୁ ଚାହୁଁଛି

ପେନ୍‌ ଫିଅର ହେଟ୍‌ ଭଳି ସବ୍ଦ ଲେଖା ହୋଇଛି

ତାଙ୍କ ମଥାରେ ସେ ମୃତ୍ୟୁ ପୂର୍ବରୁ ପେନ୍‌ରେ ପରଫେକ୍ଟ ଲେଖିଛନ୍ତି 

ଏବଂ ସବୁଠାରୁ ବଡ଼ କଥା ହେଉଛି ଏମିତି ଏକ ଡେଥ୍‌ ନୋଟ୍‌ ସେ ତିଆରି କରିଛନ୍ତି ଯେଉଁଥିରେ ସେ ବିଭିନ୍ନ ପ୍ରକାରର ଚିତ୍ର କରିଛନ୍ତି । ସେପଟେ ଏହିସବୁ ତଥ୍ୟକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି  ।  ୧୪ ବର୍ଷୀୟ ଛାତ୍ରୀଙ୍କ ଏଭଳି ଲେଖାକୁ ନେଇ ତଦନ୍ତ କରୁଛି ପୋଲିସ । ୪ ମହଲା କୋଠାରେ ଟେଡ଼ି ଧରି ଖେଳୁଥିବା ଅବସ୍ଥାରେ ତଳେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ଛାତ୍ରୀ ଜଣଙ୍କ ଇନଷ୍ଟାଗ୍ରାମ ଓ ସ୍ନାପଚାଟ୍‌କୁ ବ୍ୟବହାର କରୁଥିଲେ ।

Latest Posts

Don't Miss