spot_img

Latest Posts

ଭୁବନେଶ୍ୱର ମେଟ୍ରୋ ଚୁକ୍ତିନାମା ବାତିଲକୁ ନେଇ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବଙ୍କ ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ମେଟ୍ରୋ ଚୁକ୍ତିନାମା ବାତିଲ ନେଇ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ପ୍ରତିକ୍ରିୟା ରଖିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଭୁବନେଶ୍ୱର ଏକ ସ୍ମାର୍ଟ ସିଟି। ପୂର୍ବାଞ୍ଚଳର ଏଜୁକେଶନ ହେବ ହେବାକୁ ଯାଉଛି। ଅନେକ ସଫ୍ଟୱେର୍ କମ୍ପାନୀକୁ ଆକର୍ଷିତ କରିଛି। ଏହାର ବିକାଶ ପାଇଁ ସଂଯୋଗୀକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ମେଟ୍ରୋ ଜରୁରୀ ହୋଇପଡ଼ିଛି। ବିଜେଡି ସରକାରରେ ପାଣ୍ଠି ଯୋଗାଇଥିଲେ। 2027-28 ସୁଦ୍ଧା ସମାପ୍ତ ହୋଇପାରିଥାନ୍ତା। ରାଜ୍ୟ ସରକାର ରାଜ୍ୟକୁ ପଛକୁ ନେଉଥିବା ଏଥିରୁ ପ୍ରମାଣିତ ହୋଇଛି। ବିଜେପି ସରକାର ସହର ଏବଂ ରାଜ୍ୟବାସୀଙ୍କ ସହିତ ବିଶ୍ୱାସଘାତକତା କରିଛି। ସରକାର ଏବେ ବି ଅନ୍ଧାରରେ ରହିଛି ବୋଲି କହିଛନ୍ତି  ବିଜେଡି ବିଧାୟକ ପ୍ରତାପ ଦେବ ।

Latest Posts

Don't Miss