Homeଓଡ଼ିଶା February 15, 2020 Nandighosha Tv Latest Posts ଅନ୍ତର୍ଜାତୀୟ ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୫ ରେର୍କଡ଼ ଓଡ଼ିଶା ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ, RBI ଡ଼ାଟା ସେଣ୍ଟରର କରିବେ ଉଦ୍ଦଘାଟନ ଓଡ଼ିଶା ପାଖେଇଲାଣି ବାତ୍ୟା ! ଆଜିଠାରୁ ୨୯ ଫେବ୍ରୁଆରୀ ଯାଏଁ ମାଗଣା ମିଳିବ Fastag: ପଢ଼ନ୍ତୁ କେଉଁଠି ନୂଆଦିଲ୍ଲୀ: ଆଜିଠୁ ମାଗଣା ମିଳିବ Fastag । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଡ଼କ କର ଆଦାୟ ବଢ଼ାଇବା ଉଦ୍ଦେଶ୍ୟରେ ଏହି ସୁବିଧ ଆରମ୍ଭ କରାଯାଇଛି । ୨୯ ଫେବ୍ରୁଆରୀ ଯାଏଁ Fastag ମାଗଣାରେ ଦିଆଯିବ । ଏଣିକି Fastag ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନାହିଁ । ୧୫ ଫେବ୍ରୁଆରୀଠାରୁ ୨୯ ଫେବ୍ରୁଆରୀ ଯାଏଁ ମଗଣାରେ ପାଇପାରିବେ Fastag । ସରକାର ଇଲୋକଟ୍ରନିକ ସଡ଼କ କର ସଂଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜାତୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ଏହା ଯୋଗାଇଦିଆଯିବ । ସରକାର ଦେଶରେ ଥିବା ୫୨୭ରୁ ଅଧିକ ଜାତୀୟ ରାଜପଥରେ Fastag ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, Fastag କିଣିବା ପାଇଁ ଲୋକଙ୍କୁ ୧୦୦ ଦେବାକୁ ପଡ଼ୁଥିଲା । ଏନ୍ଏଚ୍ ପଥକର ପ୍ଳାଜାରେ Fastag ଜରିଆରେ ଡିଜିଟାଲ ଉପାୟରେ ସଂଗ୍ରହ ବଢ଼ାଇବା ପାଇଁ ଏହି ଟଙ୍କା ନନେବାକୁ ନିଷ୍ପତ୍ତି ନିଆଯାଇଛି । ଆପଣ ଯେ କୌଣସି ଅଧିକୃତ ପଏଣ୍ଟ ଅଫ୍ ସେଲ୍ ରେ ନିଜ ଗାଡ଼ିର ଆରସି ଦେଖାଇ ମାଗଣାରେ Fastag ପାଇପାରିବେ । ଏ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ । February 15, 2020 Nandighosha Tv FacebookInstagramTwitterYoutube RELATED ARTICLES ଅନ୍ତର୍ଜାତୀୟ ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୫ ରେର୍କଡ଼ ଓଡ଼ିଶା ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ, RBI ଡ଼ାଟା ସେଣ୍ଟରର କରିବେ ଉଦ୍ଦଘାଟନ ଓଡ଼ିଶା ପାଖେଇଲାଣି ବାତ୍ୟା ! Latest Posts ଅନ୍ତର୍ଜାତୀୟ ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୫ ରେର୍କଡ଼ ଓଡ଼ିଶା ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ, RBI ଡ଼ାଟା ସେଣ୍ଟରର କରିବେ ଉଦ୍ଦଘାଟନ ଓଡ଼ିଶା ପାଖେଇଲାଣି ବାତ୍ୟା ! ଅନ୍ତର୍ଜାତୀୟ ଋଷ-ୟୁକ୍ରେନ ଯୁଦ୍ଧ: ଲାଗୁ ହେଲା ଅସ୍ଥାୟୀ ଅସ୍ତ୍ରବିରତି ! Don't Miss ଅନ୍ତର୍ଜାତୀୟ ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୫ ରେର୍କଡ଼ ଓଡ଼ିଶା ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ, RBI ଡ଼ାଟା ସେଣ୍ଟରର କରିବେ ଉଦ୍ଦଘାଟନ ଓଡ଼ିଶା ପାଖେଇଲାଣି ବାତ୍ୟା ! ଅନ୍ତର୍ଜାତୀୟ ଋଷ-ୟୁକ୍ରେନ ଯୁଦ୍ଧ: ଲାଗୁ ହେଲା ଅସ୍ଥାୟୀ ଅସ୍ତ୍ରବିରତି ! ଅନ୍ତର୍ଜାତୀୟ ଇରାନ ଉପରେ ଆକ୍ରମଣ ନେଇ ଆମେରିକା ଓ ଇସ୍ରାଏଲ ପ୍ରସ୍ତୁତ October 2026 September 2026 August 2026 July 2026 June 2026 May 2026