spot_img

Latest Posts

ବସନ୍ତ ପଞ୍ଚମୀରେ ମା’ ସରସ୍ୱତୀଙ୍କ ଆଗମନରେ ଧରାପୃଷ୍ଠ ହୋଇଛି ପୁଲକିତ

ଭୁବନେଶ୍ୱର: ଆଜି ହେଉଛି ମା’ ସରସ୍ୱତୀଙ୍କ ପୂଜା। ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥୀରେ ଦେବୀଙ୍କ ପୂଜା କରାଯାଉଛି। ଧରାବତରଣ କରିଛନ୍ତି ବୀଣାପାଣି। ପୂଜା ମଣ୍ଡପ ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବିଦ୍ୟାଦାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ଆରାଧନା କରାଯାଉଛି।

ପୂଜା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ପୁଷ୍ପ।ଞ୍ଜଳି ସହ ପରମ୍ପରା ଅନୁସାରେ ଦେବୀଙ୍କ ପୂଜାର୍ଚ୍ଚନା କରାଯାଉଛି। ବିଦ୍ୟାଦାୟିନୀ ମା’ଙ୍କ ଆଶିଷ ପାଇଁ ବିଭିନ୍ନ ସ୍ଥାନରେ ଆରାଧନା କରାଯାଉଛି।…

Latest Posts

Don't Miss