spot_img

Latest Posts

ଜଷ୍ଟିସ ଅରିନ୍ଦମ ସିହ୍ନା ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

କଟକ : ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି। ଜଷ୍ଟିସ ଅରିନ୍ଦମ ସିହ୍ନା ହେଲେ ଓଡ଼ିଶା ହାଇକୋର୍ଟର କାର୍ଯ୍ଯକାରୀ ମୁଖ୍ଯ ବିଚାରପତି। ଆସନ୍ତା ୧୯ ତାରିଖରେ ଅବସର ନେବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ଏହାର ପରଦିନ ଜାନୁଆରୀ ୨୦ ତାରିଖରୁ ଦାୟିତ୍ଵ ନେବେ ଅରିନ୍ଦମ ସିହ୍ନା। ଏ ନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୧ ଅକ୍ଟୋବର ୮ ତାରିଖରେ ବିଚାରପତି ଭାବେ ଦାୟିତ୍ଵ ନେଇଥିଲେ ଜଷ୍ଟିସ ଅରିନ୍ଦମ ସିହ୍ନା।

Latest Posts

Don't Miss