ଉପସ୍ଥାପିତ ହେଲା ଓଡ଼ିଶା ବଜେଟ୍, ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
1 min readନନ୍ଦିଘୋଷ ବ୍ୟୁରୋ: ମୋହନ ସରକାରଙ୍କ ପ୍ରଥମ ବଜେଟ୍ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ।
୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍
ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ବ୍ୟୟବରାଦ
ଆୟୁଷ୍ମାନ ଭାରତ ଯୋଜନା ପାଇଁ ୫୦୦ କୋଟି
ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି
ପିଏମ କିଷାନ ଯୋଜନା ଢ଼ାଞ୍ଚାରେ ସିଏମ କିଷାନ ଯୋଜନା
ସିଏମ କିଷାନ ଯୋଜନା ପାଇଁ ୧ ହଜାର ୯ ୩୫ କୋଟି
ଶ୍ରୀଅନ୍ନ ଅଭିଯାନକୁ ୬୪୯ କୋଟି
ପିଏମ ପୋଷଣ ଯୋଜନାରେ ୯୯୭ କୋଟି
୨୦୨୩-୨୪ ବଜେଟ ତୁଳନାରେ ୧୫ ପ୍ରତିଶତ ଅଧିକ ବ୍ଯୟବରାଦ
ପ୍ରଶାସନିକ ଖର୍ଚ୍ଚ ପାଇଁ ୯୭,୭୨୫ କୋଟି ଟଙ୍କା
ବିଭିନ୍ନ ଯୋଜନା ବାବଦକୁ ୧ ଲକ୍ଷ ୫୫ ହଜାର କୋଟି
ସମୃଦ୍ଧ କୃଷକ ଯୋଜନାରେ ୫ ହଜାର କୋଟି ବ୍ଯୟବରାଦ
ଶ୍ରୀମନ୍ଦିର ପ୍ରଶାସନ ପାଇଁ ୫୦୦ କୋଟିର କର୍ପସ ଫଣ୍ଡ
ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର କର୍ପସ ପାଣ୍ଠି
୩୩ ହଜାର ୯୧୬ କୋଟି ଟଙ୍କାର କୃଷି ବଜେଟ
୨୦୨୩-୨୪ ଅପେକ୍ଷା କୃଷି ବଜେଟ ୩୬ ପ୍ରତିଶତ ବୃଦ୍ଧି
ଚାଷୀଙ୍କଠାରୁ ୩୧ଶହ ଟଙ୍କାରେ ଧାନ କିଣାଯିବ