spot_img

Latest Posts

ଭାରସାମ୍ୟ ହରାଇ ଓଲଟିଲା ତୀର୍ଥ ଯାତ୍ରୀ ବସ୍‌

ବରଗଡ଼: ଭାରସାମ୍ୟ ହରାଇ ଓଲଟିଲା ତୀର୍ଥ ଯାତ୍ରୀ ବସ୍‌। ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ। ବରଗଡ଼ ପଦ୍ମପୁର ବୁଡେନ ଥାନା ସୁଲିଆ ଗାଁ ନିକଟରେ ଦୁର୍ଘଟଣା। ଛତିଶଗଡ଼ ବଲୋଦା ବଜ଼ାର ଗାଁରୁ ପ୍ରାୟ ୫୫ ତୀର୍ଥ ଯାତ୍ରୀ ପୁରୀ ଆସିଥିଲେ। ପୁରୀ ଦର୍ଶନ ସାରି ପଦ୍ମପୁର ପ୍ରଭୁ ନୃସିଂହନାଥ ମନ୍ଦିର ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା ଘଟିଛ। ଭୋର ୪ଟା ସମୟରେ ଭାରସାମ୍ୟ ହରାଇ ଓଲଟିଲା ତୀର୍ଥ ଯାତ୍ରୀ ବସ୍‌। ସମସ୍ତ ଆହତଙ୍କୁ ପଦ୍ମପୁର ମେଡିକାଲରେ ଭର୍ତି କରାଯାଇଛି। ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।

Latest Posts

Don't Miss