spot_img

Latest Posts

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍

ସମ୍ବଲପୁର: ନିର୍ବାଚନ ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ସମ୍ବଲପୁରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍। ନିର୍ବାଚନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି। ପୋଲିଂ ପର୍ସନେଲ ପୋଷ୍ଟାଲ ବାଲଟରେ ଭୋଟ ଦେବେ। ପାନୀୟ ଜଳ ଓ ଆଶ୍ରୟସ୍ଥଳୀ ବ୍ୟବସ୍ଥା ହୋଇଛି। ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଘରେ ଥାଇ ଭୋଟ ଦେଇପାରିବେ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର।  ଦିବ୍ୟାଙ୍ଗଙ୍କ ମତଦାନ ପାଇଁ କରାଯାଇଛି ଗାଡ଼ି ବ୍ୟବସ୍ଥା। ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି। ଆଇନଶୃଙ୍ଖଳା ସ୍ଥିତି ଭଲ ଅଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିଜ ମତ ସାବ୍ୟସ୍ତ କରିପାରିବେ ମତଦାତା।

Latest Posts

Don't Miss