ପୁରୀ : ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ନିମାପଡ଼ା ବସଷ୍ଟାଣ୍ଡରୁ ଉଠାଇନେଇ ପୁରୀରେ ପୋଲିସ କ୍ୱାଟରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ବହିଷ୍କୃତ କନେଷ୍ଟବଳଙ୍କ ନାଁରେ କୁମ୍ଭାରପଡ଼ା ଥାନାରେ ଏତଲା ଦେଲେ ପୀଡିତା । ଘଟଣା ସମୟରେ ଜଣଙ୍କ ପର୍ସକୁ ଅକ୍ତିଆର କରିଥିଲେ ଯୁବତୀ । ୪ ଜଣଙ୍କୁ ଧରିଲା ପୋଲିସ ।