ଭୁବନେଶ୍ୱର: ଟ୍ୱିନସିଟିରେ ଗାଡ଼ି ଚାଳନା ବେଳେ ସ୍ପିଡ୍ ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା । ବାଇକ୍ ସହ ଲାଇଟ୍ ଓ ହେଭି ଭେଇକିଲ ଘଣ୍ଟା ପ୍ରତି ୫୦ କିମି ବେଗରେ ଚଲାଇ ପାରିବେ । ପଳାଶୁଣୀ-ବାଲିକୁଦା NHରେ ଲାଇଟ୍ ଓ ହେଭି ଭେଇକିଲ ପାଇଁ ଘଣ୍ଟାପ୍ରତି ବେଗ ୭୦ କିମି । ଅଧିକ ବେଗରେ ଗାଡ଼ି ଚଲାଇଲେ ଟ୍ରାଫିକ୍ ନିୟମ ଅନୁଯାୟୀ କଟାଯିବ ଚାଲାଣ ।