spot_img

Latest Posts

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆଁ ଗାଁରେ ବ୍ରାଉନସୁଗାର୍ ବିକ୍ରି କରୁଥିବା ବେଳେ ୨ ଜଣଙ୍କୁ ଛେଚିଲେ ଗ୍ରାମବାସୀ । ଦୁଇଜଣ ହେଲେ ସ୍ଥାନୀୟ ଦିଲ୍ଲୀପ ମହାନ୍ତିଙ୍କ ପୁଅ ଦିନେଶ ମହାନ୍ତି ଓ ଅସିତ ଭୂୟାଁଙ୍କ ପୁଅ ତପନ ଭୂୟାଁ । ଖବର ପାଇ ଗତକାଲି ରାତିରେ ପୋଲିସ ଓ ଅବକାରୀ ବିଭାଗ ପହଁଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ଅଟକ ରଖିଛି ।

Latest Posts

Don't Miss