spot_img

Latest Posts

ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ ଥାନା ଅନ୍ତର୍ଗତ ଗୋଟିଟାଙ୍ଗର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ୍ୟୁ ଅଭିଯୋଗ । ଜଙ୍ଗଲ ରାସ୍ତାରେ ଅଟୋରେ ୪ ଜଣ ଆସୁଥିବା ବେଳେ ହାତୀପଲଙ୍କ ହାବୁଡ଼ରେ ପଡିଥିଲେ। ତିନିଜଣ ଯାତ୍ରୀ ବଞ୍ଚିଯାଇଥିଲେ ମଧ୍ୟ ଜଣଙ୍କୁ ହାତୀ ଦଳି ଦେଇଥିବା ଅଭିଯୋଗ ହୋଇଛି । ବନବିଭାଗ ଓ ହାତିବାରୀ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ ।

Latest Posts

Don't Miss