Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
June 6, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଓଡ଼ିଶା
  • ଲଟେରୀ ଲୋଭ ଦେଖାଇ ଲୁଟି ନେଉଛନ୍ତି ଟଙ୍କା
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ଲଟେରୀ ଲୋଭ ଦେଖାଇ ଲୁଟି ନେଉଛନ୍ତି ଟଙ୍କା

December 23, 2023

ବ୍ୟୁରୋ ରିପୋର୍ଟ : ଡିଜିଟାଲ୍ ଦୁନିଆରେ ଠକେଇର ନୂଆ ତରିକା ଆପଣେଇଛନ୍ତି ସାଇବର ଠକ। ଲୋକଙ୍କୁ ବୋକା ବନେଇବା ପାଇଁ ବିଭିନ୍ନ ପ୍ରକାର ସ୍କିମ୍ ବାହାର କରି ଫସେଇବାକୁ ଲାଗିପଡିଛନ୍ତି ଠକ। ଏହି ସାଇବର ଠକ ମାନଙ୍କର ଜାଲରେ ଥରେ ଛନ୍ଦି ହୋଇଗଲେ ଆପଣଙ୍କ ବ୍ଯାଙ୍କ ଆକାଉଣ୍ଚ କେତେବେଳେ ଖାଲି ହୋଇଯିବ ତାହା ଆପଣ କଳ୍ପନା କରିନଥିବେ। ସାଇବର ଠକମାନେ ଲୋକଙ୍କୁ ଠକିବାକୁ ଏମିତି ସବୁ ନୂଆ ନୂଆ ପ୍ଲାନ୍ କରୁଛନ୍ତି ତାହା ଆପଣ ସ୍ବପ୍ନରେ ସୁଦ୍ଧା ଭାବିପାରିବେ ନାହିଁ। ନୀରିହ ଲୋକଙ୍କୁ ନିଜ ଜାଲରେ ଫସେଇବା ପାଇଁ ସାଇବର ଠକ ମାନେ ଲୋକ ମାନଙ୍କୁ ଲଟେରୀ ଜିତିବାର ଅଫର ଦେଉଛନ୍ତି। ଲଟେରୀ ଜିତିବା ଲୋଭ ଦେଖାଇ ଏହି ଠକମାନେ ପ୍ରଥମେ ମୋବାଇଲ୍ ନମ୍ୱରକୁ ଏକ ଲିଙ୍କ୍ ଛାଡନ୍ତି। ଲୋକେ ଏହି ଲିଙ୍କ୍ ଥରେ କ୍ଲିକ୍ କରିଦେଲେ ସାଇବର ଠକ ନିଜର ଅସଲି ଖେଳ ଆରମ୍ଭ କରିଦିଅନ୍ତି। ଏହି ଲିଙ୍କରେ କ୍ଲିକ୍ କଲେ କିଛି କ୍ଷଣ ମଧ୍ଯରେ ଆପଣଙ୍କ ବ୍ଯାଙ୍କ୍ ଆକାଉଣ୍ଟ ଖାଲି ହୋଇଯିବ।

ଯଦି ଆପଣଙ୍କ ପାଖକୁ କିଛି ଅଜଣା ନମ୍ୱରରୁ ମେସେଜ୍, କଲ୍ କିମ୍ବା ଇମେଲ୍ ଯାଉଛି କି ଆପଣ ୨୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି ତେବେ ଆପଣ ସାବଧାନ ହୋଇଯାଆନ୍ତୁ। ଯଦି ଆପଣ ଭୁଲରେ ବି ସେ ଲିଙ୍କ ଉପରେ କ୍ଲିକ୍ କରିଦଲେ ତେବେ ୨ ଟି ଜିନିଷ ହୋଇପାରେ। ପ୍ରଥମରେ ସାଇବର ଠକ  ଆପଣଙ୍କ ମୋବାଇଲ୍ ଉପରେ ପୁରା କଣ୍ଟ୍ରୋଲ୍ ନେଇଯିବେ। ନହେଲେ ଆପଣଙ୍କ ମୋବାଇଲରେ ଭାଇରସ୍ ପଶିଯିବ। ଯଦି ସାଇବର୍ ଠକ ଆପଣଙ୍କ ମୋବାଇଲ୍ ଉପରେ ପୁରା କଣ୍ଟ୍ରୋଲ୍ ନେଇଯିବ ତେବେ ଆପଣଙ୍କ  ବ୍ଯାଙ୍କ୍ ଆକାଉଣ୍ଟ ସଂପୂର୍ଣ୍ଣ ଖାଲି ହୋଇଯିବ। ସାଇବର ଠକ ଆପଣଙ୍କର ପରିଶ୍ରମର ଟଙ୍କା ଉପରେ ଯେପରି ନଜର ନ ପକାନ୍ତି ସେଥିପାଇଁ ଆପଣଙ୍କୁ ଧ୍ଯାନ ଦେବାକୁ ପଡିବ।

Tags: #cyberFraud banck account latery loot money

Continue Reading

Previous ଲପ୍ ନୁର୍ ଆକ୍ଟିଭ: ଚୀନ କରିବ ବି ପରମାଣୁ ପରୀକ୍ଷା, ସାଟେଲାଇଟ ଇମେଜ ବଢ଼ାଇଲା ଚିନ୍ତା
Next କ୍ଷମା କର ମହାପ୍ରଭୁ: କାନ ଧରୁଛୁ, ଏମିତି ଭୁଲ ଆଉ ହେବନି

ଅଧିକ କାହାଣୀ

1 min read
  • ଅନ୍ତର୍ଜାତୀୟ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଖୁବଶୀଘ୍ର ଭାରତରେ ବ୍ୟାବସାୟିକ ସେବା ପ୍ରଦାନ କରିବ ଷ୍ଟାରଲିଙ୍କ !

June 6, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

କଳା ତାଲିକାଭୁକ୍ତ କମ୍ପାନୀକୁ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା

June 6, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ବିଜେପି ସରକାରର ବର୍ଷକ ଭିତରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

June 6, 2025

Recent Posts

  • ଖୁବଶୀଘ୍ର ଭାରତରେ ବ୍ୟାବସାୟିକ ସେବା ପ୍ରଦାନ କରିବ ଷ୍ଟାରଲିଙ୍କ !
  • କଳା ତାଲିକାଭୁକ୍ତ କମ୍ପାନୀକୁ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା
  • ବିଜେପି ସରକାରର ବର୍ଷକ ଭିତରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା
  • ଧାନ ନେଇ ଅନ୍ନଦାତାଙ୍କୁ ଠକିଦେଲା ବିଜେପି ସରକାର, ବାରମ୍ବାର ଦୌଡ଼ିବା ପରେ ବି ମିଳୁନି ଟଙ୍କା
  • କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି
  • ଖରା ବର୍ଷାକୁ ନାହିଁ ଖାତିର, ଶ୍ରୀ ଜଗନ୍ନାଥଙ୍କ ସେବାରେ ମହାରଣା ଓ ଭୋଇ ସେବାୟତ
  • ଚିନ୍ତା ଦେଇଗଲା ଲଘୁଚାପ ବର୍ଷା, ସମ୍ବଲପୁର ଜିଲ୍ଲାରେ ବ୍ୟାପକ ଫସଲ କ୍ଷୟକ୍ଷତି ଅଭିଯୋଗ
  • RG ଗ୍ରୁପର ରାଜ ଖତମ, ପୋଲିସ କବଜାରେ ଗ୍ୟାଙ୍ଗ ମୁଖ୍ୟ ରାକେଶ
  • ବିରୋଧୀ ଦଳରେ ଥିବା ବେଳେ ବିଜେପି ଦେଇଥିଲା ପ୍ରତିଶ୍ରୁତି, ସରକାରକୁ ଆସିବା ପରେ ପ୍ରତାରଣା ଅଭିଯୋଗ
  • ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା, ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
  • ଅସରାଏ ବର୍ଷାରେ ଧସିଗଲା ରାସ୍ତା
  • ବଞ୍ଚିବାର ରାହା ପାଇଲେ ମୟୂରଭଞ୍ଜ ଜିଲ୍ଲାର ରାଢୋ ଗାଁରେ ବୃଦ୍ଧା ବୁଧୁନି
  • ଅବହେଳିତ ଯାଜପୁରର ବିଶ୍ୱପ୍ରସିଦ୍ଧ ଉଦୟଗିରି ବୌଦ୍ଧ ବିହାର
  • ଠାକୁରାଣୀ ଯାତ୍ରା ପାଇଁ ଉତ୍ସବମୁଖର ବାଲିଗୁଡ଼ା ସହର
  • ଭୁଲ ଇଞ୍ଜେକ୍ସନରୁ ୬ ରୋଗୀଙ୍କ ମୃତ୍ୟୁ ପ୍ରସଙ୍ଗ, ତଦନ୍ତ ପୂର୍ବରୁ କ୍ଲିନ ଚିଟ୍ ଦେଇଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
Tweets by NandighoshaTV

ନଜର ପକାନ୍ତୁ

1 min read
  • ଅନ୍ତର୍ଜାତୀୟ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଖୁବଶୀଘ୍ର ଭାରତରେ ବ୍ୟାବସାୟିକ ସେବା ପ୍ରଦାନ କରିବ ଷ୍ଟାରଲିଙ୍କ !

June 6, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

କଳା ତାଲିକାଭୁକ୍ତ କମ୍ପାନୀକୁ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା

June 6, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ବିଜେପି ସରକାରର ବର୍ଷକ ଭିତରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

June 6, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଧାନ ନେଇ ଅନ୍ନଦାତାଙ୍କୁ ଠକିଦେଲା ବିଜେପି ସରକାର, ବାରମ୍ବାର ଦୌଡ଼ିବା ପରେ ବି ମିଳୁନି ଟଙ୍କା

June 6, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.